ସ୍ତ୍ରୀର ନିର୍ଯାତନା ନେଇଗଲା ସ୍ୱାମୀର ଜୀବନ, ନ୍ୟାୟ ଦାବିରେ ବୁଢା ବାପା-ମାଆ
ଖୋର୍ଦ୍ଧା: କୋହ ସମ୍ଭାଳି ପାରୁନି ମାଆଟି । କେମିତି ବା ସେ ନିଜକୁ ସମ୍ଭାଳିବ । ତା ଘରର ମଉଡମଣି, ତା ଏକୋଇର ବଳା ବିଶିକେସନ ଆଜି ଏ ଦୁନିଆରେ ନାହିଁ । ମାଆ ବୋଲି ତାକୁ ଆଉ ଡାକିବ । ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ । ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ ।…