ରାଗିଯାଇ ବାଲକୋନିରୁ ‘ମେଡ୍ ଇନ୍ ଚାଇନା’ ଟିଭି ଫିଙ୍ଗିଲେ ବ୍ୟକ୍ତି, ଲୋକ କହିଲେ ‘ଗୋ ଚାଇନା ଗୋ’… ଦେଖନ୍ତୁ…
ଲଦାଖରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍ ଓ ୨୦ ଜଣ ଯବାନ ସହିଦ ହେବା ପରେ ସାରା ଦେଶ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବାକୁ ଅପିଲ କରାଯାଉଛି। ରିପୋର୍ଟ ମୁତାବକ ଏବେ ଲୋକମାନେ ଚୀନ୍ର ପତାକା ଓ ଚୀନ୍ ସାମଗ୍ରୀକୁ ଜଳାଇ ଦେଉଛନ୍ତି। ଏଥିସହ ରାଷ୍ଟ୍ରପତି ସି…