ମୁଣ୍ଡ ନାହିଁ କିନ୍ତୁ ସ୍କୁଟି ଚଲାଉଛନ୍ତି ଏହି ବ୍ୟକ୍ତି, ଦେଖିବା ପରେ ଲୋକଙ୍କର ହେଲା ଏମିତି ଅବସ୍ଥା; ଦେଖନ୍ତୁ ଭିଡିଓ
ସ୍କୁଟି ଚଲାଉଥିବା ପୁଅ ଝିଅ ତ ଆପଣ ନିହାତି ଦେଖିଥିବେ। କିନ୍ତୁ କେବେ କୌଣସି ମୁଣ୍ଡ ନଥିବା ଲୋକଙ୍କୁ ରାସ୍ତାରେ ଦେଖିଛନ୍ତି କି। ବୋଧେ ନା’। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। କାରଣ ଭିଡିଓରେ ଜଣେ ମୁଣ୍ଡ…