Browsing Tag

man

ଜିନ୍ସ ପାଇଁ ବଞ୍ଚିଗଲା ବ୍ୟକ୍ତିଙ୍କ ଜୀବନ, ସମୁଦ୍ରର ଲହଡି ମଝିରେ ବିତାଇଲେ ତିନି ଘଣ୍ଟା

ନୂଆଦିଲ୍ଳୀ : ପ୍ରଶାନ୍ତ ମହାସାଗରେ ନ୍ୟୁଜିଲ୍ୟାଣ୍ଡର ତଟରୁ ୨୦ମିଲ ଦୂରରେ ମଝି ସମୁଦ୍ରରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ତାଙ୍କ ଜିନ୍ସ ପାଇଁ ବଞ୍ଚିଯାଇଛି। କଥାଟି ଶୁଣିବାକୁ ଅଶ୍ଚର‌୍ୟ୍ୟକର ଲାଗୁଥିଲେ ମଧ୍ୟ ସତ। ଆସନ୍ତୁ ନଜର ପକାଇବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା। ନିଶ୍ଚିତ…

ଦେବ ଦୂତ ସାଜି ଆସିଲେ ପୋଲିସ କର୍ମଚାରୀ, ଟ୍ରେନରୁ ପଡ଼ିଯାଇଥିବା ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ

ଏକ ଅନୁପ୍ରାଣିତ କରିବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ହୋସଙ୍ଗାବାଦରେ । ବ୍ୟକ୍ତି ଜଣଙ୍କ ଟ୍ରେନ୍ରୁ ପଡ଼ିଯାଇଥିଲେ । ଟ୍ରେନ୍ ଟ୍ରାକକୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନଥିଲା । ଟ୍ରେନ୍ ଟ୍ରାକରୁ ରେଳ ଫାଟକ ଦୂରତା ଥିଲା ପାଖାପାଖି ୨ କିଲୋମିଟର । ବ୍ୟକ୍ତିଙ୍କ ଜଣଙ୍କ ଆହତ ଅବସ୍ଥାରେ ରେଳ…

ଛାତିରେ କେଶ ଥିବା ପୁରୁଷ ଅଧିକ ହୁଅନ୍ତି ଭାଗ୍ୟଶାଳୀ, କାରଣ ଜାଣି ହେବେ ଆଶ୍ଚର‌୍ୟ୍ୟ

ମନୁଷ୍ୟ ଶରୀରର ଅଙ୍ଗ ତାହା ବିଷୟରେ ଅନେକ ସୂଚନା ଦେଇଥାଏ। ଏପରିକି ଏହା ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ବ୍ୟବହାର ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆପଣ ଜାଣିଛନ୍ତି କି, ଶାସ୍ତ୍ରନୁଯାୟୀ ପୁରୁଷଙ୍କ ଶରୀରର କେଶ ତାଙ୍କ ସମ୍ବନ୍ଧୀୟ ଅନେକ କଥା ବଖାଣିଥାଏ। ଏପରି ମଧ୍ୟ କୁହାଯାଇଥାଏ ଯେଉଁ…

ମୁଣ୍ଡରେ ଛୁରୀ ପଶି ରହିଥିଲା କିନ୍ତୁ ୧ କିଲୋମିଟର ସାଇକେଲ ଚଲାଇ ପହଞ୍ଚିଲେ ଡାକ୍ତାରଖାନା

କେପଟାଉନ୍ : ସାଉଥଆଫ୍ରିକରେ କିଛି ଦିନ ପୂର୍ବେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା। ଏଠାରେ ଜଣେ ବ୍ଯକ୍ତିର ମୁଣ୍ଡରେ ଛୁରୀ ପଶିଯିବା ପରେ ସେ ଡ଼ରି ସାଇକେଲ ଚଲାଇ ଯାଇ ପହଞ୍ଚିଥିଲେ ଡ଼ାକ୍ତରଖାନା । ଶୁଣିବାକୁ ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହି ଘଟଣାଟି ଘଟିଛି। ମିଳିଥିବା…

 ଅନ୍ତିମ ସଂସ୍କାରର ଠିକ୍ ପୂର୍ବରୁ ବଞ୍ଚି ଉଠିଲେ ହେଲେ ୯୫ ବର୍ଷୀୟ ବୃଦ୍ଧା, ଜାଣନ୍ତୁ ପୂରା ଘଟଣା

ଜୟପୁର : ରାଜସ୍ତାନର ଝୁଝାନୁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା। ନିଘୋର ନିଦରେ ଶୋଇଥିବା ଜଣେ ବୃଦ୍ଧଙ୍କର ବାହାର କରାଯାଇଥିଲା ଅନ୍ତିମ ସଂସ୍କାର ଯାତ୍ରା। ବିଧି ସମୟରେ ହଠାତ୍ ବୃଦ୍ଧାଉଠିଥିଲେ  ଏବଂ କହିଥିଲେ ମୁଁ ତ ଶୋଇଥିଲି। ତେବେ ସୂଚନା ଅନୁଯାୟୀ ବୃଦ୍ଧାଙ୍କର ନାମ ରାମ…

ଅଦ୍ଭୁତ ଘଟଣା, ଜଳିଲାନି ଦିଆସିଲି, ଲାଗିଲାନି ନିଆଁ, ଏଇ ତ ପ୍ରଭୁଙ୍କ କିମିଆଁ  

ଯାହାକୁ ରଖିବେ ଅନନ୍ତ…., ବର୍ଷା ବଞ୍ଚାଇଦେଲା ବ୍ୟବସାୟୀଙ୍କ ଜୀବନ । ଆଜ୍ଞା ହଁ, ବର୍ଷା କେମିତି ବଞ୍ଚାଇ ଦେଲା ତାର ସଂପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟିରେ ଅଞ୍ଚଳରେ। ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ଦୁର୍ବୃତ୍ତ ଏକ ଫଳ ଦୋକାନରେ…

ଆପଣ ଜାଣିଛନ୍ତି କି, ପୁରୁଷମାନେ ମଧ୍ୟ ଏହି କଥାରେ ମହିଳାଙ୍କ ଭଳି କାନ୍ଦିଥାନ୍ତି

ପୁରାତନ କାଳରୁ କଥାରେ ରହିଛି କି ମହିଳାମାନେ ଭାବପ୍ରବଣ ହୋଇଥାନ୍ତି। ଛୋଟ ଛୋଟ କଥାରେ ସେମାନେ ଦୁଃଖି ହୋଇଯାଇଥାନ୍ତି। ଏହି ପରିପେକ୍ଷୀ ପୁରୁଷଙ୍କୁ ଆମ ସମାଜରେ ଶକ୍ତ ଏବଂ ମଜବୁତ ମନର କୁହାଯାଇଥାଏ। ଏପରି କୁହାଯାଇଥାଏ କି ସେମାନେ ବଡ଼ର ବଡ଼ ପରିସ୍ଥିତିର ସାମ୍ନା ବହୁତ ସହଜରେ କରିଥାନ୍ତି।…

ନିଖୋଜ ଯୁବକର ମିଳିଲା ସନ୍ଧାନ, ମାଟି ତଳୁ ମୃତଦେହ ଉଦ୍ଧାର

ଭଞ୍ଜନଗର (କେନ୍ଯୁଜ୍) :ମାଟି ତଳୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ । ମୃତକ ହେଉଛନ୍ତି ଗଞ୍ଜାମ ତାରାସିଂ ଥାନା ଭୋଗରା ଗାଁର ଜିତୁ ପ୍ରଧାନ । ଜିତୁଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଆଦିବାସୀ । ମୃତ ଦେହ ରଖି ଭଞ୍ଜନଗର ଓ ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି ଲୋକେ ।…