ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କ ଦାଦାଗିରି, ଜଣେ ମହିଳା କିସ୍ତି ଦେଇ ନ ପାରିବାରୁ ମରଣାନ୍ତକ ଆକ୍ରମଣ
ବାଲିଗୁଡା : ମାସିକ କିସ୍ତି ଟଙ୍କା ଆଦାୟ ନାଁରେ ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କ ଦବଙ୍ଗଗିରି । ଗ୍ରୁପ ଲୋନ ର କିସ୍ତି ଟଙ୍କା ଜଣେ ମହିଳା ଦେଇ ନ ପାରିବାରୁ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । କାଠ ଫାଳିଆରେ ପିଟି ମୁଣ୍ଡକୁ ଆକ୍ରମଣ କଲେ ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ…