ବୋର୍ଡ ପରୀକ୍ଷାରେ ପିଲାଙ୍କୁ କପି କରିବାର ଟିପ୍ସ ଦେଲେ ସ୍କୁଲ ପ୍ରବନ୍ଧକ, ଭାଇରାଲ ହେଲା ଭିଡିଓ
ଉତ୍ତରପ୍ରଦେଶ ସରକାର ବୋର୍ଡ ପରୀକ୍ଷାରେ ପ୍ରତ୍ୟେକ ବର୍ଷ ନୂଆ ନୂଆ ଉପାୟ ଆପଣାଇ କପି ରୋକିବା ପ୍ରୟାସ କରିଥିବା ବେଳେ ଏକ ସ୍କୁଲର ମ୍ୟାନେଜର ଛାତ୍ର-ଛାତ୍ରୀମାନଙ୍କୁ ଏହି ପକ୍ରିୟାରୁ ବଞ୍ଚି କିପରି କପି କରିପାରିବେ ତାର ଉପାୟ ବତାଉଥିବାର ଭିଡିଓ ଭାଇରାଲ ହୋଇଛି। ସ୍କୁଲର ମ୍ୟାନେଜର ନିଜେ…