Browsing Tag

Manchester Test Series

ଟେଷ୍ଟ୍ ସିରିଜ ଜିତିଲା ଇଂଲଣ୍ଡ, ୨୬୯ ରନରେ ହାରିଲା ୱେଷ୍ଟ୍ଇଣ୍ଡିଜ

କୋଭିଡ୍-୧୯ ସମୟରେ ଚାଲିଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଇଂଲଣ୍ଡ (୨-୧) ଟେଷ୍ଟ୍ ସିରିଜ ଜିତି ନେଇଛି। ତୃତୀୟ ତଥା ଶେଷ ଟେଷ୍ଟରେ ୱେଷ୍ଟ୍ଇଣ୍ଡିଜ୍କୁ ୨୬୯ ରନରେ ହରାଇ ଜୋ ରୁଟଙ୍କ ଦଳ ମଧ୍ୟ ଶେଷ ୱିଜଡେନ୍ ଟ୍ରଫିକୁ ଜିତି ନେଇଛି। ଏଣିକି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା…