Browsing Tag

Mancheswar police station

ଡେଲିଭରି ବୟଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଭୁବନେଶ୍ୱର ମଞ୍ଚେଶ୍ବର ଥାନା ପାଣ୍ଡରା ନିକଟରୁ ମୃତଦେହ ଠାବ

ଭୁବନେଶ୍ୱର : ଡେଲିଭରି ବୟଙ୍କୁ ମାରିଲା କିଏ? । ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ନାଳ କଡ଼ରୁ ଜବତ ହେଲା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ପାଣ୍ଡରା ଗାଁ ଗଙ୍ଗୁଆ ନାଳ ନିକଟରୁ ଜଣେ ଯବକଙ୍କ ମୃତଦେହ ଠାବ । ଜବତ ମୃତଦେହ ଡେଲିଭରି ବୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନୀଳାମ୍ବର ଭୋଇଙ୍କ ।…