Browsing Tag

mandi people

ଏଠାରେ ଝିଅ ହୋଇଥାଏ ନିଜ ମା’ର ହିଁ ସଉତୁଣୀ! ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ପରମ୍ପରା

କେବେ ଆପଣ ଶୁଣିଛନ୍ତି କି, ମା’ ଓ ଝିଅ ସଉତୁଣୀ ହେବାର? ଆପଣଙ୍କୁ ହୁଏତ ଏହି କଥା ଉପରେ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଘଟଣାଟି ସତ। ସମାଜରେ ଆଜି ବି ଏମିତି ଅନେକ ଅଜବ ପରମ୍ପରା ରହିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। ଆସନ୍ତୁ ଜାଣିବା ବାଂଲାଦେଶର ଏମିତି ଏକ ପରମ୍ପରା ବିଷୟରେ।…