Browsing Tag

mandir

ଯଦି ଆପଣ ପ୍ରଚୁର ଧନ ଚାହୁଁଛନ୍ତି, ତେବେ ନିଶ୍ଚିତ ଯାଆନ୍ତୁ ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ

ଧନ କିଏ ବା ନ ଚାହେଁ । ଧନ ନଥିଲେ ସବୁ କିଛି ଶୂନ୍ୟ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଭାରତରେ ମା’ ଲକ୍ଷ୍ମୀଙ୍କର ବିଭିନ୍ନ ମନ୍ଦିର ରହିଛି ।…