ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହାର୍ଟ ଆଟାକ୍ରେ ଦେହାନ୍ତ, ଦୁଇଦିନ ତଳେ ସାଙ୍ଗଙ୍କ ସହ କରିଥିଲେ…
ଛୋଟ ପରଦାରୁ ନେଇ ବଡ଼ ପରଦା ଏବଂ କ୍ରିକେଟ ଜଗତ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଜୀବନରେ ହଠାତ୍ କଳା ବାଦଲ ମାଡ଼ି ଆସିଛି। ବୁଧବାର ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହୋଇଯାଇଛି। ହେଲେ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଫିସିଆଲି…