କଣ ଏହି ମଙ୍ଗଳ ଦୋଷ ଏବଂ ଏହା କାହିଁକି ରହିଥାଏ ଜାତକରେ ! ଆପଣଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରହିଛି ଏଇଠି
ଆପଣ ସାଧାରଣତଃ ଶୁଣିଥିବେ ବ୍ୟକ୍ତିଙ୍କର ମଙ୍ଗଳ ଦୋଷ ଥିଲେ ସେମାନଙ୍କର ବିବାହରେ ବାଧା ସୃଷ୍ଟି ହୋଇଥାଏ। ଜ୍ୟେତିଷଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଧିକ ରହିଥାଏ ସେମାନଙ୍କୁ ମାଙ୍ଗଳିକ ବୋଲି କୁହାଯାଏ। ଯେଉଁ ଲୋକ ମାଙ୍ଗଳିକ ହୋଇଥାନ୍ତି ସେହି ମାନଙ୍କ ଉପରେ ମଙ୍ଗଳ…