Browsing Tag

mangalnath temple

ଉଜ୍ଜୟିନୀର ପ୍ରସିଦ୍ଧ ମଙ୍ଗଳନାଥ ମନ୍ଦିର

ମଧ୍ୟପ୍ରଦେଶ ର ଉଜ୍ଜୟିନୀକୁ ସ୍ୱୟଂ ମହାକାଳଙ୍କ ନଗରୀ କୁହାଯାଏ। ଏଥିସହ ମହାକାଳଙ୍କ ଏହି ନଗରୀରେ ବହିଯାଉଥିବା ସିପ୍ରା ନଦୀ ମୋକ୍ଷଦାୟିନୀ ନଦୀ ରୂପେ ସବୁଠି ପରିଚିତ । ସିପ୍ରାର ପବିତ୍ର ତଟରେ ରହିଛି ଉଜ୍ଜୟିନୀ ନଗରୀ । ଏଠାରେ ମଙ୍ଗଳଙ୍କ ଏପରି ଏକ ମନ୍ଦିର ରହିଛି ଯାହା ଅମଙ୍ଗଳକୁ ମଙ୍ଗଳରେ…