Browsing Tag

mangalyaan

ଇସ୍ରୋକୁ ବଡ଼ ସଫଳତା, ମଙ୍ଗଳର ସବୁଠୁ ବଡ଼ ଜହ୍ନର ଫଟୋ ଉଠାଇଲା ମଙ୍ଗଳଯାନ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ମଙ୍ଗଳଯାନ (ମାର୍ସ ଅର୍ବିଟର ମିଶନ ବା ଏମ୍‌ଓଏମ୍‌)ରେ ଲାଗିଥିବା ‘ମାର୍ସ କଲର କ୍ୟାମେରା’(ଏମ୍‌ସିସି) ମଙ୍ଗଳର ସବୁଠୁ ବଡ଼ ଚନ୍ଦ୍ର ‘ଫୋବୋସ’ର ଫଟୋ ଉତ୍ତୋଳନ କରିଛି। ଜୁଲାଇ ୧ ତାରିଖରେ ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ମଙ୍ଗଳଯାନ ମଙ୍ଗଳ ଠାରୁ…