Browsing Tag

mange ram garg

ବିଜେପିର ବରିଷ୍ଠ ନେତା ମାଙ୍ଗେ ରାମ ଗର୍ଗଙ୍କ ପରଲୋକ, ପାର୍ଥିବ ଶରୀର ମେଡିକାଲକୁ କରାଯିବ ଦାନ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ତଥା ଦିଲ୍ଲୀ ଭାଜପାର ପୂର୍ବ ଅଧ୍ୟକ୍ଷ ମାଙ୍ଗେ ରାମମ ଗର୍ଗଙ୍କର ଆଜି ପରଲୋକ ହୋଯାଇଛି। ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ୨୦୦୩ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ…