ଏହି ଉପାୟରେ କୁଣ୍ଡଳୀରୁ ଦୂର କରନ୍ତୁ ମଙ୍ଗଳ ଦୋଷ, ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର
କିଛି ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ଦୋଷ ରହିଥାଏ। ଯେଉଁକାରଣରୁ ବିବାହ କାର୍ଯ୍ୟରେ ସମସ୍ୟା ଦେଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଯେତେବେଳେ କୁଣ୍ଡଳୀର ଲଗ୍ନ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ରହିଥାଏ ସେହିସମୟରେ ମଙ୍ଗଳ ଦୋଷ ଲାଗିଥାଏ। ଯେଉଁଥିରେ ଲଗ୍ନ ଏବଂ…