Browsing Tag

Mango

ଅଧିକ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ ଗୋଟିଏ ଦିନରେ କେତେ ଆମ୍ବ ଖାଇବା ଉଚିତ

ଆମ୍ବ ଖାଇବା ପାଇଁ ବହୁତ ଲୋକ ପସନ୍ଦ କରନ୍ତି । ତେବେ ଯେଉଁମାନେ ଆମ୍ବ ଖାଇବା ପାଇଁ ଭଲ ପାଆନ୍ତି, ସେମାନେ ଆମ୍ବ ଖାଇବା ସମୟରେ ଚିନ୍ତା କରନ୍ତି ନାହିଁ କେତେ ଖାଉଛନ୍ତି । କିନ୍ତୁ ଅଧିକ ଆମ୍ବ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଯଦି ଆପଣ ଆମ୍ବକୁ ସଠିକ୍‌ ମାତ୍ରାରେ ଖାଆନ୍ତି,…

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ ସାଧାରଣ ମଣିଷର କଳ୍ପନା ବାହାରେ ରହିଛି ଏହି ଆମ୍ବର ଦାମ । ତେଣୁ ତ ଏହାକୁ ଦୁନିଆର ସବୁଠୁ ଦାମୀ ଆମ୍ବ କୁହାଯାଏ । ତେବେ ଆପଣ ନିଶ୍ଚୟ ଭାବୁଥିବେ ଏହି ଆମ୍ବରେ ଏମିତି କ'ଣ ଅଛି ଯେଉଁଥିପାଇଁ…

ମନ ମୋହୁଛି କୋରାପୁଟର ମିଠା ଆମ୍ବ, ବଜାରରେ ଖୋଲିଲା ଗାଁ ଆମ୍ବ ପସରା

କୋରାପୁଟ(କେନ୍ୟୁଜ୍‌): ଗରମ ଦିନେ ଆମ୍ବ ଖାଇବାର ମଜା ଅଲଗା । ହଳଦିଆ ଆମ୍ବ ଦେଖିଲେ ପାଟିରେ ଲାଳ ଆସେ । ତେବେ ଆମ୍ବ ବିଭିନ୍ନ ପ୍ରକାରର ଥାଏ । କିଛି ବହୁତ ମିଠା ଥାଏ ତ କିଛି ସ୍ୱାଦରେ ଭିନ୍ନ ଥାଏ । କିନ୍ତୁ କୋରାପୁଟ ଆମ୍ବର ଚାହିଦା ଅଲଗା । ଏହି ଆମ୍ବର ସ୍ୱାଦ ଏତେ ମିଠା ଯେ ଲୋକ ଦୂର…

ଡାଇବେଟିସ୍‌ ରୋଗୀ ଆମ୍ବ ଖାଇବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ ଅପେକ୍ଷା କରନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ଆମ୍ବ ଉପଲବ୍ଧ ହେଉଛି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ବକୁ ପସନ୍ଦ କରନ୍ତି । ଏହା ସହ…

ଗଛରେ ଖିଲିଖିଲି ହସୁଛି ପେନ୍ଥା ପେନ୍ଥା ଆମ୍ବ , ନୂତନ ଜ୍ଞାନକୌଶଳ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ଯୁବକ

ହରଭଙ୍ଗା (କେନ୍ୟୁଜ): ଗଛରେ ଖିଲିଖିଲି ହସୁଛନ୍ତି ପେନ୍ଥାପେନ୍ଥା ଆମ୍ବ । ଆଉ ତଳେ ଆମ୍ବକୁ ଅନାଇ ରହିଛନ୍ତି ସପୁରୀ, ପଣସ । ୧୫ ଏକର ଏରିଆରେ ଦୋସରୀ, ଆମରପଲି, ବାଇଗଣପଲେଇ, ମଲିକା, ନିଲମ, ଆଲଫାନସୋ ଏବଂ ପୁସାମଲିକା ଭଳି ଭିନ୍ନଭିନ୍ନ କିସମର ପ୍ରାୟ ୧୨ ଶହ ଅଧିକ ଆମ୍ବ ଗଛରେ ପେନ୍ଥାପେନ୍ଥା…

ଆମ୍ବ ଖାଇବା ଅଧ ଘଣ୍ଟା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣମାନେ ତ ଜାଣିଥିବେ ଫଳମାନଙ୍କର ରାଜା ଆମ୍ବକୁ କୁହାଯାଏ । ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଲାଣି । ଏହି ଆମ୍ବଗୁଡିକ ଯାହା ଦେଖିବାକୁ ହଳଦିଆ, ରସଯୁକ୍ତ ଏବଂ ମିଠା ଏବଂ ସ୍ୱାଦରେ ଖଟା । ତେବେ ଯେକୌଣସି ବ୍ୟକ୍ତି ହେଉ ଏହାକୁ ଖାଇବାକୁ ଇଛା କରିଥାଏ । ଯଦି ଆପଣ ମଧ୍ୟ ଆମ୍ବ…

ଖରାଦିନେ ଖାଆନ୍ତୁ କଞ୍ଚା ଆମ୍ବ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଆମ୍ବ ପ୍ରେମୀମାନେ ଖୁସି ହୋଇଯାନ୍ତି । ଫଳର ରାଜା ଅର୍ଥାତ ଆମ୍ବକୁ ଲୋକମାନେ ବର୍ଷସାରା ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏପ୍ରିଲ୍ ମାସରେ କଞ୍ଚା ଆମ୍ବ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ । ପାଚିଲା ଆମ୍ବ ଆସିବା ପର୍ଯ୍ୟନ୍ତ, ଲୋକମାନେ କେବଳ କଞ୍ଚା ଆମ୍ବ…

ଆମ୍ବ ଖାଇ ମହିଳାଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ହେଲା ଖୁଲାସା

ଆମ୍ବ ସମସ୍ତଙ୍କର ବହୁତ ପସନ୍ଦ ଥାଏ । ଏହାକୁ ଖାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଖୁବ ଆଗ୍ରହ ଦେଖାଯାଏ । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ପୋଷକ ତତ୍ୱ ଥାଏ । ତେବେ ଏହି ଆମ୍ବ ଖାଇ ଜଣଙ୍କର ମୃତ୍ୟୁ ହୋଇଛି । ଏକଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି…

ଡାଇବେଟିସ ରୋଗୀଙ୍କ ପାଇଁ ଆସିଗଲା ସୁଗାର ଫ୍ରି ଆମ୍ବ, ଯେତେ ଖାଇଲେବି ହେବନି ମଧୁମେହ

ଗ୍ରୀଷ୍ମ ଋତୁରେ ଆମ୍ବ ଖାଇବା କାହାକୁ ବା ପସନ୍ଦ ନୁହେଁ। ବଜାରରେ ଏକରୁ ଅଧିକ ବିଭିନ୍ନ ଫଳ ମିଳିଥାଏ କିନ୍ତୁ ଆମ୍ବକୁ ଫଳର ରାଜା କୁହାଯାଏ। କିନ୍ତୁ ଆମ୍ବର ସ୍ୱାଦ ମିଠା ହେତୁ ମଧୁମେହ ରୋଗୀଙ୍କ ପାଇଁ ଏହି ଫଳ ଖାଇବା କଷ୍ଟକର ହୋଇଯାଏ। କିନ୍ତୁ ବର୍ତ୍ତମାନ, ବିହାରର ଜଣେ କୃଷକଙ୍କୁ ଧନ୍ୟବାଦ…

ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍‌ପ୍ୟାକ୍‌, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି

କଞ୍ଚା ଆମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ତ୍ୱଚା ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ଭିଟାମିନ୍‌ ସିରେ ଭରପୂର କଞ୍ଚା ଆମ୍ବ ଆମ ତ୍ୱଚାକୁ ଅନେକ ପ୍ରକାରର ଫାଇଦା ଦେଇଥାଏ। ଖରାଦିନେ ଦେଖାଯାଉଥିବା ତ୍ୱଚା ଜନିତ ସମସ୍ୟା, ଯଥା- ତ୍ୱଚା ଶୁଷ୍କ ହୋଇଯିବା, ଦାଗ, ବ୍ରଣ, ତୈଳାକ୍ତ ତ୍ୱଚା,…

ଆମ୍ବ ମିଠା ନା ଖଟା! ଏହି ଉପାୟରେ କରନ୍ତୁ ଚେକ୍‌

ଖରାଦିନର ଫଳ କଥା ଆସିଲେ, ସବୁଠୁ ପ୍ରଥମେ ମନକୁ ଆସେ ଆମ୍ବ କଥା। କିଛି ଲୋକ ତ ଆମ୍ବ ଖାଇବାକୁ କେବଳ ଖରାଦିନକୁ ଅପେକ୍ଷା କରିଥାନ୍ତି। ଏହି ଋତୁରେ ଆସୁଥିବା ଫଳ ଆମ୍ବ କେବଳ ଲୋକଙ୍କ ମୁଡ୍‌କୁ ଠିକ୍‌ କରେନି, ବରଂ ସ୍ୱାଦ ବି ବଢ଼ିଆ କରିଦିଏ। ଆମ୍ବ ବି ଅନେକ ପ୍ରକାରର ରହିଛି। କାହାକୁ ଦଶହରୀ…

ଗୋଟିଏ ଆମ୍ବ ୨୦୦୦ ଟଙ୍କା, ଆଡଭାନ୍ସରେ ଚାଲିଛି ବୁକିଙ୍ଗ

ଫଳ ଭିତରେ ଆମ୍ବକୁ କୁହାଯାଏ ରାଜା । ବିଭିନ୍ନ ସ୍ଥାନରେ ଆମ୍ବ ଫଳିଥାଏ । ସେମିତି ସ୍ଥାକୁ ନେଇ ଏହି ଫଳର ରଙ୍ଗରୂପ ବି ଅଲଗା । ଆମ୍ବ ଭିତରେ ଦଶହରୀ, ଚୌସା, ଲଂଗଡା, ବାଇଗଣ ପଲେଇ, ସୁନ୍ଦରୀ, ତୋଟାପାଲି, ଆଖୁରସ, ନିଲମ ଆଦି ରହିଛି । କିନ୍ତୁ ଆଜି ଆମେ ଏକ ଆମ୍ବ ବିଷୟରେ କହିବୁ ଯାହାର ଓଜନ…