ଘରେ ବସି ବନାନ୍ତୁ ଆମ୍ବ ବର୍ଫି, ମନରେ ରହିଯିବ ସ୍ୱାଦ
କରୋନାର ଏହି ସମୟରେ ଅନେକ ସ୍ଥାନରେ ଲକଡାଉନ୍ ଚାଲିଛି। ଏମିତିରେ ଲୋକମାନଙ୍କର ମିଠା ଖାଇବାକୁ ମନ ହେଉଥିଲେ ବି ଇଚ୍ଛାକୁ ପୂରଣ କରିପାରୁନାହାଁନ୍ତି। ତେଣୁ ଆପଣଙ୍କର ଏହି ଇଚ୍ଛାକୁ ଆଜି ଆମେ ପୂରା କରିବାକୁ ଏକ ବହୁତ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣ ଘରେ ବସି ମିଠାର ମଜା…