Browsing Tag

mango mint chutney

ପାଟିରୁ ପାଣି ଆଣିଦେବ ଆମ୍ବ-ପୋଦିନା ଚଟଣୀ, ଥରେ ପ୍ରସ୍ତୁତ କରି ଦେଖନ୍ତୁ

ପାଟିର ସ୍ୱାଦ ଖରାପ ହୋଇଥାଉ କି ଖାଦ୍ୟ ଖାଇବାକୁ ଇଚ୍ଛା ନହେଇଥାଉ। ଉଭୟ ସମସ୍ୟାକୁ ଦୂର କରିବା ପାଇଁ କଞ୍ଚା ଆମ୍ବ ଚଟଣୀ ଆପଣଙ୍କ ଖାଇବାର ଇଚ୍ଛାକୁ ବଢ଼ାଇଦେବ। ଗରମରେ ଏହି ଚଟଣୀ ଖାଇବାକୁ ବହୁତ ଭଲ ଲାଗିଥାଏ। ତାହେଲେ ବିଳମ୍ବ କାହିଁକି ଜଲଦି ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।…