ବିନା ତେଲରେ ବନାନ୍ତୁ ଆମ୍ବ ଆଚାର, ପାଇବେ ଚଟପଟା ସ୍ୱାଦ
ଏହି ଗରମ ଦିନରେ ଆମ୍ବର ଋତୁ ଆରମ୍ଭ ହୋଇଗଲାଣି। ଆମ୍ବର ବହୁତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହାର ସ୍ୱାଦ ଲୋକଙ୍କୁ ଦିଓ୍ଵାନା କରିଦିଏ। ଆଜି ଆମେ ଆପଣଙ୍କୁ ଆଜି ଜଣାଇବୁ ବିନା ତେଲରେ ଆମ୍ବ ଆଚାର ବନାଇବେ କେମିତି। ଯାହା ସ୍ୱାଦିଷ୍ଟ ହେବା ସହିତ ଚଟପଟା ଲାଗିଥାଏ। ଆସନ୍ତୁ ଜାଣିବା…