Browsing Tag

Mango

ଆମ୍ବ ଖାଇବା ଅଧ ଘଣ୍ଟା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣମାନେ ତ ଜାଣିଥିବେ ଫଳମାନଙ୍କର ରାଜା ଆମ୍ବକୁ କୁହାଯାଏ । ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଲାଣି । ଏହି ଆମ୍ବଗୁଡିକ ଯାହା ଦେଖିବାକୁ ହଳଦିଆ, ରସଯୁକ୍ତ ଏବଂ ମିଠା ଏବଂ ସ୍ୱାଦରେ ଖଟା । ତେବେ ଯେକୌଣସି ବ୍ୟକ୍ତି ହେଉ ଏହାକୁ ଖାଇବାକୁ ଇଛା କରିଥାଏ । ଯଦି ଆପଣ ମଧ୍ୟ ଆମ୍ବ…

ଖରାଦିନେ ଖାଆନ୍ତୁ କଞ୍ଚା ଆମ୍ବ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଆମ୍ବ ପ୍ରେମୀମାନେ ଖୁସି ହୋଇଯାନ୍ତି । ଫଳର ରାଜା ଅର୍ଥାତ ଆମ୍ବକୁ ଲୋକମାନେ ବର୍ଷସାରା ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏପ୍ରିଲ୍ ମାସରେ କଞ୍ଚା ଆମ୍ବ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ । ପାଚିଲା ଆମ୍ବ ଆସିବା ପର୍ଯ୍ୟନ୍ତ, ଲୋକମାନେ କେବଳ କଞ୍ଚା ଆମ୍ବ…

ଆମ୍ବ ଖାଇ ମହିଳାଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ହେଲା ଖୁଲାସା

ଆମ୍ବ ସମସ୍ତଙ୍କର ବହୁତ ପସନ୍ଦ ଥାଏ । ଏହାକୁ ଖାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଖୁବ ଆଗ୍ରହ ଦେଖାଯାଏ । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ପୋଷକ ତତ୍ୱ ଥାଏ । ତେବେ ଏହି ଆମ୍ବ ଖାଇ ଜଣଙ୍କର ମୃତ୍ୟୁ ହୋଇଛି । ଏକଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି…

ଡାଇବେଟିସ ରୋଗୀଙ୍କ ପାଇଁ ଆସିଗଲା ସୁଗାର ଫ୍ରି ଆମ୍ବ, ଯେତେ ଖାଇଲେବି ହେବନି ମଧୁମେହ

ଗ୍ରୀଷ୍ମ ଋତୁରେ ଆମ୍ବ ଖାଇବା କାହାକୁ ବା ପସନ୍ଦ ନୁହେଁ। ବଜାରରେ ଏକରୁ ଅଧିକ ବିଭିନ୍ନ ଫଳ ମିଳିଥାଏ କିନ୍ତୁ ଆମ୍ବକୁ ଫଳର ରାଜା କୁହାଯାଏ। କିନ୍ତୁ ଆମ୍ବର ସ୍ୱାଦ ମିଠା ହେତୁ ମଧୁମେହ ରୋଗୀଙ୍କ ପାଇଁ ଏହି ଫଳ ଖାଇବା କଷ୍ଟକର ହୋଇଯାଏ। କିନ୍ତୁ ବର୍ତ୍ତମାନ, ବିହାରର ଜଣେ କୃଷକଙ୍କୁ ଧନ୍ୟବାଦ…

ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍‌ପ୍ୟାକ୍‌, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି

କଞ୍ଚା ଆମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ତ୍ୱଚା ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ଭିଟାମିନ୍‌ ସିରେ ଭରପୂର କଞ୍ଚା ଆମ୍ବ ଆମ ତ୍ୱଚାକୁ ଅନେକ ପ୍ରକାରର ଫାଇଦା ଦେଇଥାଏ। ଖରାଦିନେ ଦେଖାଯାଉଥିବା ତ୍ୱଚା ଜନିତ ସମସ୍ୟା, ଯଥା- ତ୍ୱଚା ଶୁଷ୍କ ହୋଇଯିବା, ଦାଗ, ବ୍ରଣ, ତୈଳାକ୍ତ ତ୍ୱଚା,…

ଆମ୍ବ ମିଠା ନା ଖଟା! ଏହି ଉପାୟରେ କରନ୍ତୁ ଚେକ୍‌

ଖରାଦିନର ଫଳ କଥା ଆସିଲେ, ସବୁଠୁ ପ୍ରଥମେ ମନକୁ ଆସେ ଆମ୍ବ କଥା। କିଛି ଲୋକ ତ ଆମ୍ବ ଖାଇବାକୁ କେବଳ ଖରାଦିନକୁ ଅପେକ୍ଷା କରିଥାନ୍ତି। ଏହି ଋତୁରେ ଆସୁଥିବା ଫଳ ଆମ୍ବ କେବଳ ଲୋକଙ୍କ ମୁଡ୍‌କୁ ଠିକ୍‌ କରେନି, ବରଂ ସ୍ୱାଦ ବି ବଢ଼ିଆ କରିଦିଏ। ଆମ୍ବ ବି ଅନେକ ପ୍ରକାରର ରହିଛି। କାହାକୁ ଦଶହରୀ…

ଗୋଟିଏ ଆମ୍ବ ୨୦୦୦ ଟଙ୍କା, ଆଡଭାନ୍ସରେ ଚାଲିଛି ବୁକିଙ୍ଗ

ଫଳ ଭିତରେ ଆମ୍ବକୁ କୁହାଯାଏ ରାଜା । ବିଭିନ୍ନ ସ୍ଥାନରେ ଆମ୍ବ ଫଳିଥାଏ । ସେମିତି ସ୍ଥାକୁ ନେଇ ଏହି ଫଳର ରଙ୍ଗରୂପ ବି ଅଲଗା । ଆମ୍ବ ଭିତରେ ଦଶହରୀ, ଚୌସା, ଲଂଗଡା, ବାଇଗଣ ପଲେଇ, ସୁନ୍ଦରୀ, ତୋଟାପାଲି, ଆଖୁରସ, ନିଲମ ଆଦି ରହିଛି । କିନ୍ତୁ ଆଜି ଆମେ ଏକ ଆମ୍ବ ବିଷୟରେ କହିବୁ ଯାହାର ଓଜନ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ହୋଇଥାଏ କଞ୍ଚା ଆମ୍ବ, ଜାଣନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ

ଆମ୍ବ ଏକ ଏମିତି ଫଳ, ଯାହାକୁ ଦେଖିଲେ ଖାଇବାକୁ ଲୋଭ ଲାଗେ। କଞ୍ଚା ହେଉ କି ପାଚିଲା, ସବୁ ଆମ୍ବ ପାଟିକୁ ବେଶ୍‌ ସ୍ୱାଦିଷ୍ଟ ଲାଗିଥାଏ। କିଛି ଲୋକ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି କଞ୍ଚା ଖଟା ଆମ୍ବକୁ ଲଙ୍କା, ଲୁଣ ଦେଇ ଖାଇଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ…

କେବଳ ଆମ୍ବ ନୁହେଁ ଏହାର କୋଇଲିରେ ବି ଭରି ରହିଛି ଔଷଧୀୟ ଗୁଣ, ପ୍ରତିଦିନ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ୍ବକୁ ଫଳର ରାଜା କୁହାଯାଏ। ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆମ ଦେଶରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଆଉ କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ । ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ…

ଗରମ ଦିନରେ ଏମିତି ୩ ପ୍ରକାରରେ ବନାନ୍ତୁ ଆମ୍ବ ଚଟଣୀ, ଖାଇଲେ ପାଟିରୁ ଛାଡିବନି

ବର୍ତ୍ତମାନ ଆମ୍ବର ଋତୁ ଚାଲିଛି। କଞ୍ଚା ଆମ୍ବ ହେଉ ଅବା ପାଚିଲା ଆମ୍ବ, ଗରମ ଦିନ ଆରମ୍ଭ ହୋଇଗଲେ ପ୍ରତି ଘରେ ଆମ୍ବ ଦେଖିବାକୁ ମିଳିଥାଏ। ଖାଦ୍ୟ ସହିତ ଆମ୍ବ ଚଟଣୀ ଖାଇବାର ସ୍ୱାଦକୁ ବଢାଇଦେଇଥାଏ। ଆପଣ ଯଦି ଏହି ପ୍ରକାରରେ ଆମ୍ବ ଚଟଣୀ ବନାଇବେ, ତେବେ ଖାଇବାର ସ୍ୱାଦ ବଢିଯିବ। ଗରମ ଦିନରେ…

ସିଜନର ପ୍ରଥମ ଆମ୍ବକୁ ମିଳିଲା ‘Z+’ ସିକ୍ୟୁରିଟି! ଟେକା ମାରିବାକୁ ବି ଥରୁଛନ୍ତି ଲୋକେ

ଖରାଦିନ ଆରମ୍ଭ ହେଉଣୁ ସେପଟେ ଆମ୍ବ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆମ୍ବ ବିନା ଗ୍ରୀଷ୍ମ ଋତୁ ସତେ ଯେପରି ଅଧୁରା। ଯେମିତି ଖରାଦିନ ଆରମ୍ଭ ହୁଏ, ସେମିତି ବଜାରରେ ଭଳିିକି ଭଳି ଆମ୍ବର ପସରା ମେଲେ। ଆମେ ସମସ୍ତେ ତ ଆମ୍ବ ଗଛ ଦେଖିଛେ, କିନ୍ତୁ ଯେଉଁମାନେ ଗାଁରେ ରୁହନ୍ତି, ସେମାନଙ୍କୁ ଭଲ ଭାବେ…

ଆମ୍ବ ଖାଆନ୍ତୁ କିନ୍ତୁ ଟିକେ ଜଗିରଖି, ଅଧିକ ଖାଇଲେ ଦେଖାଦେଇପାରେ ଏସବୁ ସାଇଡ୍‌ ଇଫେକ୍ଟ

ଖରାଦିନେ ବଜାରରେ ଆମ୍ବର ପସରା ଦେଖିବାକୁ ମିଳେ। ଏହି ଋତୁରେ ଆମ୍ବର ଦାମ୍‌ ଅନ୍ୟ ଦିନ ଅପେକ୍ଷା ଅପେକ୍ଷାକୃତ କମ୍‌ ହୋଇଥିବାରୁ ଲୋକମାନେ ମଧ୍ୟ ଦରକାର ଠାରୁ ଅଧିକ ଆମ୍ବ କିଣିନିଅନ୍ତି। ଫଳରେ ଅଧିକ ପରିମାଣର ଆମ୍ବ ଖାଇଥାନ୍ତି। ଆମ୍ବରେ ଭିଟାମିନ୍‌ ଏ, ବି, ସି, ଇ, କେ ବ୍ୟତୀତ ଜରୁରୀ…