manhandled

ତେଲ ପକାଇବା ବେଳେ ଦୁଇ ଯୁବତୀଙ୍କୁ କମେଣ୍ଟ ମାରିଲେ ଯୁବକ, ତେଲଟାଙ୍କି କର୍ମଚାରୀ ପ୍ରତିବାଦ କରିବାରୁ ସୃଷ୍ଟିହେଲା ହାତାହାତି ପରିସ୍ଥିତି

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ଟାଙ୍କିରେ ହାତାହାତି । କମେଣ୍ଟ ମରାକୁ କେନ୍ଦ୍ର କରି ଟାଙ୍କି କର୍ମଚାରୀଙ୍କୁ ପିଟିଲେ ଦୁର୍ବୃତ୍ତ । ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ…

4 years ago