Browsing Tag

manifesto committee

ରାଜ୍ୟ କଂଗ୍ରେସରେ ଶ୍ରୀକାନ୍ତଙ୍କ ପକ୍ଷଚ୍ଛେଦନ : ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଆଉଟ୍‌, ଇନ୍‌ କଲେ ଗଣେଶ୍ୱର

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପକ୍ଷଚ୍ଛେଦନ । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ । କମିଟିର ନୂଆ ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରାଙ୍କୁ ମିଳିଛି ନିଯୁକ୍ତି । ସେହିପରି ଶରତ ରାଉତଙ୍କୁ ଆବାହକ ପଦରୁ ମଧ୍ୟ ବାଦ୍‌ ଦିଆଯାଇଛି । ୨୦୧୯ ବିଧାନସଭା ନିର୍ବାଚନ…