Browsing Tag

manikeswari chhatar jatra

ଆଜି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା: ଜେନାଖାଲରେ ମାଆଙ୍କ ଗୁପ୍ତପୂଜା ସମ୍ପନ୍ନ, ସମଗ୍ର ସହରରେ ୧୪୪ ଧାରା ଜାରି

କଳାହାଣ୍ଡି(କେନ୍ଯୁଜ୍): କରୋନା କଟକଣାରେ ସମ୍ପନ୍ନ ହୋଇଛି ଆଦିଶକ୍ତି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା। ମାନସିକଧାରୀଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତି ଭାବନାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆରଧାନା ଓ ଉପାସନା ଅତ୍ୟନ୍ତ ନିଆରା। ମଧ୍ୟରାତ୍ରିରେ ସମସ୍ତ ଗୁପ୍ତପୂଜା…