ମଣିପୁର ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ, କଳା ପୋଷାକ ପିନ୍ଧି ବିରୋଧ କଲେ ବିରୋଧୀ
ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ହୋଇପାରି ନାହିଁ । ଫଳରେ ଲୋକସଭାକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ରାଜ୍ୟସଭାରେ ବି ଅଚଳାବସ୍ଥା ଜାରି ରହିଛି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ…