Browsing Tag

manish anurag

ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର(କେନ୍ଯୁଜ୍):ମନୀଷ ଅନୁରାଗ ହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର। ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏନେଇ ଇନ୍‌ଫୋସିଟି ଥାନା ପୋଲିସ କୋର୍ଟରେ ଆବେଦନ କରିଛି। ଅମ୍ରିତ, ମୁତ୍ୟୁଞ୍ଜୟ ଓ ଦିନେଶଙ୍କର ମିଛଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରାଯାଇଛି।…

ମନିଷ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି, ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ

ଭୁବନେଶ୍ବର(କେନ୍ଯୁଜ୍): ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର…

ମନୀଷ ମୃତ୍ୟୁ ମାମଲା: ଡେମୋ ଦେଖାଇବେ ୩ ଅଭିଯୁକ୍ତ, ଭାଇରାଲ୍ ହେଉଛି ମା’ଙ୍କ ସହ ଶେଷ ଫୋନ୍‌ କଲ୍ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ହଟିବ ପରଦା । ଖୋଲିବ ରହସ୍ୟ । ଅକ୍ଟୋବର ୯ ତାରିଖ ରାତିର ସତ କହିବେ ଅଭିଯୁକ୍ତ । ମନୀଷ ଅନୁରାଗ ମୃୃତ୍ୟୁର ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିବ ପୋଲିସ । ୪ ଦିନିଆ ରିମାଣ୍ଡରେ ନେଇ…

ମନୀଷ ମୃତ୍ୟୁ ମାମଲା : ତିନି ସାଙ୍ଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ

ଭୁବନେଶ୍ୱର (କେନ୍ୟୁଜ ): ଖୋଲିବ ରହସ୍ୟମୟ ରାତିର ଗୁମର । ମନୀଷ ଅନୁରାଗ ହତ୍ୟା ମାମଲାରେ ସତ ଉଗାରିବେ ୩ ସାଙ୍ଗ । ଆଜିଠୁ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ । ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ…

ମନିଷ ଅନୁରାଗଙ୍କ ସୈତାନ ସାଙ୍ଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ,ଏସଡିଜେଏମ କୋର୍ଟରେ ଆଜି ଅଛି ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମିଶନରେଟ ପୋଲିସ କରିଥିବା ଆବେଦନର ଆଜି ଶୁଣାଣି ଅଛି । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । କୋର୍ଟ କେତେ ଦିନ ଅନୁମତି ଦେବେ ତାଉପରେ…

ବନ୍ଧୁ ସାଜିଲା ବଇରୀ, ସାଙ୍ଗମାନଙ୍କ ଆକ୍ରମଣରେ ହୋଇଛି ମନୀଷଙ୍କ ମୃତ୍ୟୁ: ଡିସିପି

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁ ସାଜିଲା ବଇରୀ। ପ୍ରେସ୍‌ମିଟ୍‌ରେ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା, ମନୀଷଙ୍କୁ ମାରିଛନ୍ତି ୩ ସାଙ୍ଗ। ମନୀଷ ୩ ସାଙ୍ଗଙ୍କ ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ। ପରେ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲ୍‌କୁ ଯାଇଥିଲେ। ହୋଟେଲ୍‌ରେ ବିଲ୍‌ ପେମେଣ୍ଟକୁ…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ଗିରଫ । ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ପ୍ରେସମିଟ୍‌ରେ ଭୁବନେଶ୍ୱର…

ଖୋଲୁଛି ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍ସ ଉପରୁ ପରଦା, ୩୫ହଜାର ଟଙ୍କାର ହୋଟେଲ ବିଲ୍‌ ବିବାଦରୁ ବଚସା

ଭୁବନେଶ୍ବର(କେନ୍ଯୁଜ୍): ଖୋଲୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍‌ସ। ପ୍ରାଥମିକ ତଦନ୍ତରୁ ହୋଟେଲ ବିଲ୍‌କୁ ନେଇ ସାଙ୍ଗମାନଙ୍କ ସହ ବିବାଦ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ବିଲ୍‌କୁ ନେଇ ବଚସା ପରେ ରାତି ଅଧରେ ଘରୁ ୩୫ ହଜାର ଟଙ୍କା ଆଣି…

ଭୋର ସାଢେ ୩ଟା ସମୟରେ କୁଆଡେ ଯାଉଥିଲେ ମନିଷ ଅନୁରାଗ? ସିସିଟିଭି ଖୋଲିବ ଗୁମର

କେନ୍ୟୁଜ୍(ବ୍ୟୁରୋ):  ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସାମନାକୁ ଆସିଲା ସିସିଟିଭି ଫୁଟେଜ । ୧୦ ତାରିଖ ଭୋର ୩ଟା ୨୯ ମିନିଟର ସମୟର ଫୁଟେଜ୍‌ । ଯେଉଁଥିରେ ଦେଖିବାକୁ ମିଳିଛି ମନିଷ ପାତ୍ରପଡ଼ା ଭଗବାନପୁର ହୋଟେଲ ସାଉଥ ସିଟିରୁ ଚାଲି ଚାଲି ବାହାରକୁ ଯାଉଛନ୍ତି । କିଛି ଦୂରରେ ଗୋଟିଏ ଧଳା…

ସାଉଥ୍‌ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ଜାରି ରହିଛି ପଚରାଉଚରା, ଜଣେ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ସାଉଥ୍‌ ସିଟିରେ ଲୁଚିଛି ମୃତ୍ୟୁ ରହସ୍ୟ। ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। ଘଟଣାରେ ଜଣେ ବାର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ଭୋଜି କରିବାକୁ ଡାକି ନେଇ ତାଙ୍କ ପୁଅକୁ ମାରିଦେଇଥିବା ଅଭିଯୋଗ…

ସରିଲା ମନୀଷ ଅନୁରାଗଙ୍କ ପୋଷ୍ଟମର୍ଟମ, ଭିଷେରା ଓ ଡାଏଟମ୍‌ ଟେଷ୍ଟ ପାଇଁ ନମୂନା ପଠାଇବ ପୋଲିସ୍‌

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ବରିଷ୍ଠ ସାମ୍ବାଦିକଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତକ ହେଲେ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ । ମୃତଦେହ ଉଦ୍ଧାର ପରେ ଏମ୍ସରେ ମନିଷଙ୍କ ପୋଷ୍ଟମର୍ଟମ କରାଯାଇଛି । ଏବେ ଭିଷେରା ଓ ଡାଏଟମ୍‌ ଟେଷ୍ଟ…