Browsing Tag

manish anurag das

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର(କେନ୍ଯୁଜ୍) : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍ ଗୁଡୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇନ୍‌ଫୋସିଟି ଥାନା ପୋଲିସ। ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀ ତଥା ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ…

ମନିଷ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି, ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ

ଭୁବନେଶ୍ବର(କେନ୍ଯୁଜ୍): ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର…

ମନୀଷ ମୃତ୍ୟୁ ମାମଲା: ଡେମୋ ଦେଖାଇବେ ୩ ଅଭିଯୁକ୍ତ, ଭାଇରାଲ୍ ହେଉଛି ମା’ଙ୍କ ସହ ଶେଷ ଫୋନ୍‌ କଲ୍ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ହଟିବ ପରଦା । ଖୋଲିବ ରହସ୍ୟ । ଅକ୍ଟୋବର ୯ ତାରିଖ ରାତିର ସତ କହିବେ ଅଭିଯୁକ୍ତ । ମନୀଷ ଅନୁରାଗ ମୃୃତ୍ୟୁର ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିବ ପୋଲିସ । ୪ ଦିନିଆ ରିମାଣ୍ଡରେ ନେଇ…

ମନିଷ ଅନୁରାଗଙ୍କ ସୈତାନ ସାଙ୍ଗ ଗଲେ ଜେଲ, ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଜେଲ୍‌ ଗଲେ ୩ ଅଭିଯୁକ୍ତ । ଜାମିନ ଆବେଦନ ଖାରଜ ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଆସନ୍ତାକାଲି ରିମାଣ୍ଡ…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ଗିରଫ । ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ପ୍ରେସମିଟ୍‌ରେ ଭୁବନେଶ୍ୱର…

ଖୋଲୁଛି ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍ସ : ଆତ୍ମସମର୍ପଣ ପରେ ଭୁବନେଶ୍ୱରରେ ରାତି ତମାମ ଦୁଇ ସାଙ୍ଗଙ୍କୁ ଜେରା

ଭୁବନେଶ୍ୱର(କେନ୍ଯୁଜ୍): ଖୋଲୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍‌ସ । ଫୁଲବାଣୀରେ ଆତ୍ମସମର୍ପଣ କରିଥିବା ଦୁଇଜଣଙ୍କୁ ଭୁବନେଶ୍ୱର ଆଣିଛି ପୋଲିସ । ଦିନେଶ ମହାପାତ୍ର ଓରଫ୍‌ ଲିଟୁ ଓ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାକୁ ଗତକାଲି ବିଳମ୍ବିତ ରାତିରେ…

ମନିଷ ମୃତ୍ଯୁ ଘଟଣାରେ ଖୋଲୁଛି ରହସ୍ୟ ପେଡି: ଇନଫୋସିଟିରୁ ଯାଇଥିବା ଧଳା କାର ଜବତ, ମିଳୁନି ମୋବାଇଲ ଫୋନ୍‌

ଭୁବନେଶ୍ବର(କେନ୍ଯୁଜ୍): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ଯୁ ଘଟଣାରେ ରହସ୍ୟର ପେଡି ଖୋଲୁଛି ପୋଲିସ। ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୃ ଘଟିଥିବା ଜଣାପଡିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି। ତେବେ କିଭଳି…

ସାଉଥ୍‌ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ଜାରି ରହିଛି ପଚରାଉଚରା, ଜଣେ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ସାଉଥ୍‌ ସିଟିରେ ଲୁଚିଛି ମୃତ୍ୟୁ ରହସ୍ୟ। ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। ଘଟଣାରେ ଜଣେ ବାର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ଭୋଜି କରିବାକୁ ଡାକି ନେଇ ତାଙ୍କ ପୁଅକୁ ମାରିଦେଇଥିବା ଅଭିଯୋଗ…

ସରିଲା ମନୀଷ ଅନୁରାଗଙ୍କ ପୋଷ୍ଟମର୍ଟମ, ଭିଷେରା ଓ ଡାଏଟମ୍‌ ଟେଷ୍ଟ ପାଇଁ ନମୂନା ପଠାଇବ ପୋଲିସ୍‌

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ବରିଷ୍ଠ ସାମ୍ବାଦିକଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତକ ହେଲେ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ । ମୃତଦେହ ଉଦ୍ଧାର ପରେ ଏମ୍ସରେ ମନିଷଙ୍କ ପୋଷ୍ଟମର୍ଟମ କରାଯାଇଛି । ଏବେ ଭିଷେରା ଓ ଡାଏଟମ୍‌ ଟେଷ୍ଟ…