ମନିଷ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି, ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍ ପୋଲିସ
ଭୁବନେଶ୍ବର(କେନ୍ଯୁଜ୍): ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର…