Browsing Tag

manmohan singh

ଏମ୍ସରୁ ଡିସଚାର୍ଜ ହେଲେ ମନମୋହନ ସିଂ, ଛାତିରେ ଯନ୍ତ୍ରଣା ଯୋଗୁଁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଔଷଧର ପାର୍ଶ୍ୱ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରୁ ମନମୋହନ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥେରୋସିକ୍‌ କ୍ୱାର୍ଡରେ ଭର୍ତ୍ତି କରାଯାଇଛି । ଏମ୍‌ସର ଏକ ସ୍ୱତନ୍ତ୍ର…

କରତାରପୁର ସାହିବ ଉଦଘାଟନ ଉତ୍ସବରେ ଯୋଗ ଦେଇ ପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଶନିବାର ଦାବି କରିଛନ୍ତିକି ଭାରତର ପୂର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ କରତାର ପୁର ସାହିବର ଉଦଘାଟନ ଉତ୍ସବରେ ଯୋଗ ଦେବେ । ଗୁରୁ ନାନକଙ୍କ ୫୫୦ତମ ଜନ୍ମ ଜୟନ୍ତୀ ପୂର୍ବରୁ ନଭେମ୍ବର ମାସ ୯ ତାରିତାରଖରେ କରପୁର ସାହିବର ଉଦଘାଟନ କରାଯିବାର…

ମାନ୍ଦାବସ୍ଥା ନେଇ ମୋଦିଙ୍କୁ ସମାଲୋଚନା କଲେ ମନମୋହନ ସିଂହ, କହିଲେ ସରକାରଙ୍କ ଉଦାସୀନତା ଦେଶର ଭବିଷ୍ୟତ ଆକାଂକ୍ଷା…

କେନ୍ୟୁଜ୍ (ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଡ଼ା ସମାଲୋଚନା। ଦେଶରେ ଶିଳ୍ପ ମାନ୍ଦାବସ୍ଥା ଚରମ ସୀମାରେ ପହଞ୍ଚିଛି। ଅଭିବୃଦ୍ଧି ହାର ହ୍ରାସ, ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ବସିଛି। ୟୁପିଏ ସରକାର କ୍ଷମତାରେ ଥିବା ବେଳେ…

କର୍ତ୍ତାରପୁର କରିଡ଼ରର ଉଦ୍‌ଘାଟନ ପାଇଁ ମୋଦି ନୁହେଁ, ମନମୋହନଙ୍କୁ ଡାକିଲା ପାକିସ୍ତାନ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡ଼ରର ଉଦ୍‌ଘାଟନ ପାଇଁ ପାକିସ୍ତାନ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଏବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ନିମନ୍ତ୍ରଣ କରାଯାଇନାହିଁ।…

ପୁଣି ମୋଦି ସରକାରଙ୍କୁ ମନମୋହନଙ୍କ ଟାର୍ଗେଟ୍‌, ୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ସଠିକ୍‌ ଜାତୀୟ ନୀତି ଆବଶ୍ୟକ

ଆର୍ଥିକ ମାନ୍ଦାବସ୍ଥା ନେଇ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଜୟପୁର ଲକ୍ଷ୍ମୀପାଟ ବିଶ୍ୱବିଦ୍ୟାଳୟରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି, ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଜିଡିପି ହାର ହ୍ରାସ ପାଇବାରେ ଲାଗିଛି।…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମିଳିବନି ଏସ୍‌ପିଜି ସୁରକ୍ଷା, ଯୋଗାଇ ଦିଆଯିବ Z+ ସିକ୍ୟୁରିଟି

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମିଳିବନି ଏସ୍‌ପିଜି ସୁରକ୍ଷା। ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର। ତାଙ୍କୁZ+ ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ସୁରକ୍ଷା ବାହିନୀ ବର୍ତ୍ତମାନ…

ପୁଣି ରାଜ୍ୟସଭାକୁ ଫେରିବେ ମନମୋହନ ସିଂ, କାଲି ରାଜସ୍ଥାନରୁ ଦାଖଲ କରିପାରନ୍ତି ନାମାଙ୍କନ

ପୁଣି ରାଜ୍ୟସଭାକୁ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆସନ୍ତାକାଲି ରାଜସ୍ଥାନରୁ ନାମାଙ୍କନ ଦାଖଲ କରି ପାରନ୍ତି ମନମୋହନ ସିଂହ। ମନମୋହନଙ୍କୁ ରାଜସ୍ଥାନରୁ ମନୋନିତ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଆସନଟି ଖାଲି…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସର ନିଷ୍ପତ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଥିବା ସୂଚନା ମିଳିଛି। ରାଜସ୍ଥାନର ବିଜେପି ରାଜ୍ୟ ସଭାପତି ମଦନ ଲାଲ ସିଆନିଙ୍କ ବିୟୋଗ ପରେ ଏହି ଆସନ ଏବେ ଖାଲି ପଡିଛି। ରାଜସ୍ଥାନରେ ବିଜେପି ଶାସନ…

କାହିଁକି ସବୁବେଳେ ଚୁପ୍ ରହୁଥିଲେ ମନମୋହନ୍ ସିଂହ ? ଦେଖନ୍ତୁ The accidental prime ministerର ଟ୍ରେଲର୍, ପାଇଯିବେ…

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟରର ଟ୍ରେଲର୍ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ କ୍ୟାରିୟର୍ ଉପରେ ଆଧାରିତ ଏହି ସିନେମା । ଯେଉଁଥିରେ ମନମୋହନ ସଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର୍ । ମନମୋହନଙ୍କ ବେଶରେ…

ନେହେରୁ ସାରା ଦେଶର ନେତା, ମେମୋରିଆଲ୍ ମ୍ୟୁଜିୟମକୁ କରନ୍ତୁ ନାହିଁ ପରିବର୍ତ୍ତନ : ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି । ଦିଲ୍ଲୀ ତିନ ମୂର୍ତ୍ତି ଭବନ ସ୍ଥିତ ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଓ ଲାଇବ୍ରେରୀର ସ୍ୱରୂପ ପରିବର୍ତ୍ତନ ନକରିବାକୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ନେହେରୁ କେବଳ…