ସୁସ୍ଥ ହେଉଛନ୍ତି ଅଭିନେତା ମନୋଜ ମିଶ୍ର
ଭୁବନେଶ୍ୱର (କେ ନ୍ୟୁଜ୍) : ଓଡ଼ିଆ ଅଭିନେତା ମନୋଜ ମିଶ୍ର ସୁସ୍ଥ ହେଉଛନ୍ତି । ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି । ଅବଶ୍ୟ ଏ ସମ୍ପର୍କରେ…