Browsing Tag

manoj tiwari

୫୧ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି ମନୋଜ ତିୱାରୀ, ସେୟାର କଲେ ପତ୍ନୀଙ୍କ ‘ଗୋଦ ଭରାଇ’ର ଭିଡିଓ

ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଭେଟେରାନ୍ ଗାୟକ ମନୋଜ ତିୱାରୀ ବହୁତ ନିଜ କ୍ୟାରିଅରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କର ଅନେକ ଭୋଜପୁରୀ ଗୀତ ଲୋକଙ୍କ ମନ ଛୁଇଁଛି। ତେବେ ବର୍ତ୍ତମାନ ଏହି କଳାକାର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ବାସ୍ତବରେ ମନୋଜ ତିୱାରୀ…

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ କଂଗ୍ରେସରେ ମିଶିବେ କ୍ରିକେଟର ମନୋଜ ତିଓ୍ଵାରୀ

କ୍ରିକେଟର ମନୋଜ ତିଓ୍ଵାରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହେବେ। ତିଓ୍ଵାରୀ ହୁଗଳିରେ ଆୟୋଜନ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ର‍୍ୟାଲିରେ ସାମିଲ ହୋଇପାରନ୍ତି। ହାଓ୍ଵଡାରେ ଜନ୍ମିତ ମନୋଜ ତିଓ୍ଵାରୀ ଭାରତୀୟ କ୍ରିକେଟ ଟିମ୍‌ରେ ୨୦୦୮…

୫୦ ବର୍ଷ ବୟସରେ ପୁଣି ଥରେ ବାପା ହେଲେ ମନୋଜ ତିୱାରୀ, ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ଭୋଜପୁରୀ ଫିଲ୍ମ ଅଭେନେତା ତଥା ଦିଲ୍ଲୀ ବିଜେପିର ପୂର୍ବ ଅଧ୍ୟକ୍ଷ ମନୋଜ ତିୱାରୀ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ଘରକୁ ଆସିଛି ଆଉ ଏକ କନ୍ୟା ସନ୍ତାନ । ସୋସିଆଲ ମିଡ଼ିଆରେ ନିଜେ ମନୋଜ ହିଁ ଏବାବଦରେ ସୂଚନା ଦେଇଛନ୍ତି । ମନୋଜଙ୍କର ଆଉ ଏକ ଝିଅ ଥିବା ବେଳେ ସେ ବର୍ତ୍ତମାନ ମୁମ୍ବାଇରେ ରହି…

IPL 2020 : ସିଏସକେ ପାଇଁ ହରଭଜନଙ୍କ ସ୍ଥାନରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ମନୋଜ ତିଓ୍ଵାରୀ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ଗତ କିଛିଦିନ ତଳେ ସୁରେଶ ରାଇନା ଆଇପିଏଲରୁ ଓହରିଥିବା ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି…

ଫ୍ଲପ କ୍ରିକେଟରଙ୍କ ତାଲିକାରେ ମନୋଜ ତିଓ୍ଵାରୀଙ୍କ ନାମ ଆସିବାରୁ ରାଗିଗଲେ ପତ୍ନୀ, କହିଲେ ଏମିତି କଥା

ଭାରତୀୟ କ୍ରିକେଟର ମନୋଜ ତିଓ୍ଵାରୀ ଘରୋଇ କ୍ରିକେଟରେ ଲଗାତାର ଭଲ ଖେଳୁଥିଲେ ମଧ୍ୟ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିକାଂଶ ମ୍ୟାଚ ଖେଳିବାର ସୁଯୋଗ ମିଳୁନାହିଁ। ଆଘାତ ଯୋଗୁଁ ମନୋଜ ଟିମ ଇଣ୍ଡିଆର ଅନେକ ମ୍ୟାଚରୁ ବାଦ୍‌ ପଡୁଛନ୍ତି। ମନୋଜ ୨୦୦୮ରେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚରେ ଡେବ୍ୟୁ…

ମଞ୍ଚ ଉପରେ ସେଭିଂ ହେଲେ ବିଜେପି ସାଂସଦ ମନୋଜ ତଓ୍ଵାରୀ, ଦେଲେ ଏଭଳି ସଫେଇ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ସେଭିଂ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ଵାରୀ । କେବଳ ଏତିକି ନୁହେଁ ସେଭିଂ ହେବା ପାଇଁ ମୋବାଇଲ କ୍ୟାମେରାକୁ ଆଇନା ଭାବେ ବ୍ୟବହାର ମଧ୍ୟ କରିଛନ୍ତି। ଖବର ମୁତାବକ, ଦିଲ୍ଲୀର ବୁରାଡୀରେ ହୋଇଥିବା ପାର୍ଟି…

ପ୍ରଥମେ ପ୍ରଧାନମନ୍ତ୍ରୀ, ଏବେ ମନୋଜ ତିୱାରୀଙ୍କୁ ହତ୍ୟା ଧମକ

ପ୍ରଥମେ ପ୍ରଧାନମନ୍ତ୍ରୀ, ଏବେ ମନୋଜ ତିୱାରୀ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କୁ ହତ୍ୟା ଧମକ । ଶୁକ୍ରବାର ଏକ ଅଜଣା ନମ୍ବରରୁ ମେସେଜରେ ହତ୍ୟା ଧମକ ଆସିଥିବା ଅଭିଯୋଗ କରିଛନ୍ତି ମନୋଜ । ଅଭିଯୋଗ ପରେ ଘଟଣାର ଯାଂଚ କରୁଛି ଦିଲ୍ଲୀ ପୋଲସ୍ । ଏହା ପୂର୍ବରୁ ଦୁଇ ଦିନ ତଳେ ବିଜେପି…

ଭାରି ରାଗିଛନ୍ତି ମନୋଜ ତିଓ୍ଵାରୀ

ନୂଆଦିଲ୍ଲୀ : ରାଗିଛନ୍ତି କ୍ରିକେଟର ମନୋଜ ତିଓ୍ଵାରୀ। ବସିସିଆଇ ବିରୋଧରେ କଲେ ବିଷୋଦଗାର । ପଶ୍ଚିମବଙ୍ଗ ରଣଜୀ ଦଳର ଅଧିନାୟକ ମନୋଜ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ତ ସ୍ଥାନ ପାଇ ନଥିଲେ ଏବେ ଦଲୀପ ଟ୍ରଫି ଟିମ୍‌ରେ ତାଙ୍କୁ ନିଆଯାଇ ନାହିଁ । ତେଣୁ ବିସିସିଆଇ ଉପରେ ପୂରା ଖପ୍ପା ଅଛନ୍ତି…