Browsing Tag

manoranjan panda

ମାନବିକତା ଦେଖାଇଲେ ମନୋରଞ୍ଜନ, ଖରାରେ ଯାଉଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଛତା ଧରି ପାର କରାଇଲେ ରାସ୍ତା

ଗୁଳୁଗୁଳିରେ ବାହାରକୁ ବାହାରିବା ମୁସ୍କିଲ୍ । ସେଥିରେ ଛତା ଧରି କଲେଜ ଛକ ନିକଟରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ ମନୋରଞ୍ଜନ ପଣ୍ଡା । ଏହି ସମୟରେ ତାଙ୍କ ନଜର ପଡିଲା ଜଣେ ପିତା ସମାନ ବୟସ୍କ ବ୍ୟକ୍ତିଙ୍କ ଉପରେ । ଯିଏ ଏହି ଟାଣ ଖରାରେ ୱାକର ଧରି ରାସ୍ତା ପାର ହେବାକୁ ଚାହୁଁଥିଲେ । ହେଲେ…