କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କୁ ତାଙ୍କ ୧୦ମ ପୂଣ୍ୟତିଥିରେ ମନେ ପକାଇଲେ ସୋହା ଅଲ୍ଲୀ ଖାନ ଓ…
କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ୧୦ମ ପୂଣ୍ୟତିଥିରେ ତାଙ୍କ ଝିଅ ସୋହା ଅଲ୍ଲୀ ଖାନ ତାଙ୍କୁ ମନେ ପକାଇଛନ୍ତି। ଇନ୍ଷ୍ଟାଗ୍ରାମରେ ସୋହା ନିଜର ଏବଂ ନିଜ ଝିଅ ଇନାୟାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ଏକ ଟେବୁଲ ଉପରେ ରହିଥିବା ଦିବଂଗତ ମନସୁର ଅଲ୍ଲୀ…