Browsing Tag

manu bhai harbal tea

ମନୁ ଭାଇଙ୍କ ହର୍ବାଲ ଟି: ୨୪ ପ୍ରକାର ଜଡିବୁଟିରେ ତିଆରି, ଟେଷ୍ଟ ଯେମିତି ରେଟ୍ ବି ସେମିତି

ବାଲେଶ୍ୱର: କରୋନା କାଳରେ ଆୟୁର୍ବେଦିକ କାଢା କଥା କାହାକୁ ବା ଅଛପା ।  ଏଭଳି ସ୍ଥିତିରେ ବାଲେଶ୍ବରର ଜଣେ ଏମିତି ଚା ଦୋକାନୀ ରହିଛନ୍ତି, ଯାହାଙ୍କର ୫ଟଙ୍କାର ଚାରେ ରହିଛି ଅନେକ ଗୁଣ । ୨୪ ପ୍ରକାର ଜଡି ବୁଟିର ମିଶ୍ରଣରେ ପ୍ରସ୍ତୁତ ଚା ପାଇଁ ସକାଳୁ ସଞ୍ଜ ଲୋକଙ୍କ ଭିଡ ଲାଗି ରହିଥାଏ । ଦାମ…