ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: ଭାଙ୍ଗିଲା ମେସିନ୍, ଏବେ ଭର୍ଟିକାଲ୍ ଡ୍ରିଲିଂ ଉପରେ ଭରସା
ନୂଆଦିଲ୍ଲୀ: କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ୪୧ ଶ୍ରମିକ? ଦିନ ଯେତେ ଗଡୁଛି, ସୁରକ୍ଷିତ ଉଦ୍ଧାର ନେଇ ବଢୁଛି ଉତ୍କଣ୍ଠା। ୪୮ ମିଟର ଡ୍ରିଲିଂ ସରିଥିବା ବେଳେ ଆହୁରି ୧୨ରୁ ୧୪ ମିଟର କାମ ବାକି ରହିଛି। ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ଏହାକୁ କଟାଯାଇ ବ୍ଲେଡର ଭଗ୍ନାଂବଶେଷକୁ…