ମାଓବାଦୀଙ୍କ ଆମ୍ବୁସରେ ଫସିଗଲେ ଜବାନ, ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୭ ଯବାନ ସହିଦ
ମାଲକାନାଗିରି (କେନ୍ୟୁଜ୍) : ପୋଲିସ-ମାଓବାଦୀ ମୁହାଁମୁହିଁ । ଛତିଶଗଡ଼ରେ ନକ୍ସଲ ହମ୍ଲା । ଲାଲବାହିନୀର ଆମ୍ବୁସରେ ଫସିଗଲେ ଯବାନ । ଗୁଳି ବିନିମୟରେ ୧୭ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ୧୪ ଜଣ । ସେମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ଦିନ ଗୋଟାଏ ।…