Browsing Tag

mao camp

ମାଓ ଦମନ ଅଭିଯାନରେ କନ୍ଧମାଳ ପୋଲିସକୁ ସଫଳତା, ୧୭ ତାରିଖରେ ହୋଇଥିବା ଗୁଳି ବିନିମୟ ପରେ ମାଓ କ୍ୟାମ୍ପ ଧ୍ୱଂସ

କେନ୍ୟୁଜ୍(ବ୍ୟୁରୋ):  ମାଓ ଦମନ ଅଭିଯାନରେ କନ୍ଧମାଳ ପୋଲିସକୁ ସଫଳତା । ଗୋଛାପଡା ଥାନା ଅନ୍ତର୍ଗତ ବିରେନି ଜଙ୍ଗଲରେ ଗତ ୧୭ ତାରିଖରେ ହୋଇଥିବା ଗୁଳି ବିନିମୟ ପରେ ମାଓ କ୍ୟାମ୍ପ ଧ୍ୱଂସ । ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଘଟଣାସ୍ଥଳରୁ ଜବତ ହୋଇଛି ଦୁଇ ଗୋଟି ଦେଶୀ ବନ୍ଧୁକ ଓ ବହୁ ମାଓ…

ନୂଆପଡ଼ା: ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା(କେନ୍ୟୁଜ୍): ଠାବ ହେଲା ମାଓ କ୍ୟାମ୍ପ। ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ। ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ କରାଯାଇଛି। ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ସଫଳତା, ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ମାଲକାନଗିରି : ଜଙ୍ଗଲ ଭିତରେ ମାଓ କ୍ୟାମ୍ପ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ବଡ ସଫଳତା। DRG ଯାବନଙ୍କ ଅପରେସନ୍‌ ବେଳେ ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ପୋଲିସ ଆସିବା ଜାଣି ପ୍ରାୟ ୩୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।…

ନୂଆପଡ଼ା ଜିଲ୍ଲାରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ ହୋଇଛି । ଏକ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରୁଥିଲା ଲାଲବାହିନୀ । ନୂଆପ଼ଡା ଏସ୍‌ପିଙ୍କ ନିର୍ଦ୍ଦେଶ…

ପ୍ରେମ ଫେରାଇ ଆଣିଲା ସମାଜର ମୁଖ୍ୟ ସ୍ରୋତକୁ, ବନ୍ଧୁକ ଛାଡ଼ି ଘଞ୍ଚ ଜଙ୍ଗଲରୁ ବାହାରିଲେ ମାଓ ପ୍ରେମିକ ପ୍ରେମିକା

ମାଲକାନଗିରି(କେନ୍ୟୁଜ୍): ପ୍ରେମ ପାଇଁ ଛାଡ଼ିଲେ ଲାଲବାହିନୀର ହାତ । ବନ୍ଧୁକ ଛାଡ଼ି, ଘଞ୍ଚ ଜଙ୍ଗଲରୁ ବାହାରିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପ୍ରଥମେ ପ୍ରେମିକ ଛାଡ଼ିଥିଲେ ମାଓବାଦୀ ସଂଗଠନ । ଏହାପରେ ପ୍ରେମିକାକୁ ଲେଖିଥିଲେ ତିନି ପୃଷ୍ଠାର ପ୍ରେମପତ୍ର । ଚିଠି ପାଇବା ପରେ…

ନୂଆପଡ଼ା ବୋଡେନ ବ୍ଲକ କାଠଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କାଠଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓ କ୍ୟାମ୍ପକୁ ଠାବ କରିଥିଲେ । ହେଲେ ଘଟଣାସ୍ଥଳରୁ ମାଓବାଦୀମାନେ ଚମ୍ପଟ…

ରାୟଗଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ଔଷଧ,ଖାଦ୍ୟ ସାମଗ୍ରୀ,ଲ୍ୟାଣ୍ଡମାଇନ ସହ ପୋଷାକ…

ରାୟଗଡ଼ା: ଜଙ୍ଗଲରେ ମାଓ କ୍ୟାମ୍ପ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇଛି। ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ SOG ଓ DVF ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। କମ୍ବିଂ ବେଳେ ବିପୁଳ ପରିମାଣର ମାଓ…

କନ୍ଧମାଳ: ମୋଟାକି ଗାଁ ଜଙ୍ଗଲରେ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ, ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ଫୁଲବାଣୀ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତର ମୋଟାକି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଡିଭିଏଫ୍‌ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ବେଳେ ହଠାତ୍‌ ମାଓବାଦୀ ଗୁଳି ଚାଳନା କରିଥିଲେ । ପାଲଟା ଗୁଳି ଚାଳନା କରିଥିଲେ ଯବାନ । ଉଭୟ ପକ୍ଷ ମଧ୍ୟରେ ବେଶ କିଛି ଘଣ୍ଟା ଗୁଳି…