Browsing Tag

mao death

ମାଲକାନଗିରି : ମାଓବାଦୀକୁ ଢେଲା ପଥର ମାଡ଼ କରି ମାରି ଦେଲେ ଗାଁଲୋକେ

ମାଲକାନଗିରି (କେନ୍ୟୁଜ୍) : ଜନ୍ତୁରାଇ ଗାଁରେ ମାଓବାଦୀକୁ ପିଟି ପିଟି ମାରି ଦେଲେ ଗାଁଲୋକେ । ଘଟଣା ଘଟିଛି ମାଲକାନଗିରି ଜନ୍ତୁରାଇ ଗାଁରେ । ଗତକାଲି ରାତିରେ କିଛି ମାଓବାଦୀ ଗାଁକୁ ଆସିଥିଲେ । ଗୁଳିମାଡ଼ କରିଥିଲେ । ଏହା ପରେ ଗାଁଲୋକେ ଏକାଠି ହୋଇ ପାଲଟା ଜବାବ ଦେଇଥିଲେ । ଢେଲା ପଥର ମାଡ଼…