Browsing Tag

mao dump

ଛତିଶଗଡ଼ରେ ଏନକାଉଣ୍ଟର: ୩ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଏଠାରେ  ୩ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ…

ମନମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ମାଓ ଡମ୍ପ ଠାବ ।  ଦୁଇଟି ମାଓ ଡମ୍ପ ଠାବ କଲେ ସୁରକ୍ଷାକର୍ମୀ ।  SOG, DVF ଯବାନ ଓ ବୋମା ନିଷ୍କ୍ରିୟ ଦଳର ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓ ଡମ୍ପ ଠାବ ହୋଇଛି । ଏଥିରେ ବିପୁଳ ପରିମାଣର ମାଓ ସାମଗ୍ରୀ ତଥା…