Browsing Tag

mao poster

ବାଲିଗୁଡ଼ାରେ ପୁଣି ଲାଗିଲା ମାଓ ପୋଷ୍ଟର, ମାଓନେତା ଦସୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଂଗଠନ

ବାଲିଗୁଡ଼ା (କେନ୍ୟୁଜ): କନ୍ଧମାଳ ବାଲିଗୁଡା ଥାନା ସୁଡ୍ରା ପଂଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର । କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗା ଯାଇଛି । ସୁଡ୍ରାରୁ ଲଣ୍ଡାଗାଁ ରାସ୍ତାର ରାଜ୍ୟ ରାଜପଥ-୪୧ ମୁଖ୍ୟ ରାସ୍ତାର କାମ୍ବେରିକିଆ ଛକ ଓ ଗଟାଙ୍ଗୀ ରାସ୍ତାରେ ପୋଷ୍ଟର…

ଗଞ୍ଜେଇ ମାଫିଆଙ୍କୁ ମାଓବାଦୀଙ୍କ ଟାର୍ଗେଟ, ପୋଷ୍ଟର ମାରିଲା ଲାଲ ବାହିନୀ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାରେ ମାଓ ପୋଷ୍ଟର । ପୁଣିଥରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁର୍ପା ବାଇପାସ ଛକରେ ଲାଗିଲା ମାଓବାଦୀ ପୋଷ୍ଟର । କେକେବିଏନ ଡିଭିଜନ ଭାଜପା (ମାଓବାଦୀ) ଲେଖାଥିବା ଏହି ପୋଷ୍ଟରରେ ଗଞ୍ଜେଇ ମାଫିଆଙ୍କୁ ଟାର୍ଗେଟ…

ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର। ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ପାଉଥିବା…

ନୂଆପଡ଼ାରେ ମାଓ ପୋଷ୍ଟର ଓ ବ୍ୟାନର ଠାବ, ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ କରିବାକୁ ଆହ୍ୱାନ

ନୂଆପଡ଼ା (କେନ୍ୟୁଜ): ପୋଷ୍ଟର ଓ ବ୍ୟାନର ଠାବ । ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁର ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟଗୁଡିକରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ । ପିଏଲଜିଏର ୨୩ ବର୍ଷ…

ରାସ୍ତା କଡ଼ରେ ମାଓ ବ୍ୟାନର, ଉଦ୍ଧାର କଲା ଭଂଜନଗର ଥାନା ପୋଲିସ

ସିପିଆଇ ମାଓବାଦୀଙ୍କ ନାମ ଉଲ୍ଲେଖ ଥାଇ , ରାସ୍ତା କଡ଼ରେ ଲାଗିଥିବା ବ୍ୟାନରକୁ ଉଦ୍ଧାର କଲା କଲା ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ଭଂଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟ ଭାଲିଙ୍କିଆ-ଉଲିଙ୍ଗିଆ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୁର୍ଗାପ୍ରସାଦ ଠାରୁ…

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର । ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି। ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଞ୍ଜାବତି ନଦୀ ଉପରେ ୧୪୦ କୋଟି…

ରାଜପଥରେ ପୋଷ୍ଟର ମାରି ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଉମରକୋଟ(କେନ୍ୟୁଜ୍):ପୁଣି ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁରର ଜାତୀୟ ରାଜପଥରେ ପୋଷ୍ଟର ମାରି ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡର ପଡୋଶୀ ଛତିଶଗଡରୁ ରାୟପୁରକୁ ସଂଯୋଗ କରୁଥିବା ଜିଲ୍ଲାର ରାଇଘର ବ୍ଲକର ଯୋଡିଗାଁ ରାଜପଥରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।…

ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ, ଗଞ୍ଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଦୋକାନ କାନ୍ଥରେ ଲଗାଇଲା ପୋଷ୍ଟର

କଣ୍ଟାମାଳ (କେନ୍ୟୁଜ): ରାସ୍ତା କଡ ଦୋକାନ କାନ୍ଥରେ ଲାଗିଛି ମାଓ ପୋଷ୍ଟର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡା ରାସ୍ତାର ପାଣ୍ଡିରିପଡା ଛକରେ ଲାଗିଛି ଏହି ପୋଷ୍ଟର । ଗଂଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟରଟି କେକେବିଏନ ଡିଭିଜନାଲ କମିଟୀ ଭକପା( ମାଓବାଦୀ) ନାଁରେ…

ନବରଙ୍ଗପୁର ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ

ନବରଙ୍ଗପୁର(କେନ୍ୟୁଜ୍): ମାଓ ପୋଷ୍ଟର ଜବତ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ରାଇଘର ବ୍ଳକର ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିବ ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ।…

ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ, ମାଓ ପୋଷ୍ଟର ବ୍ୟାନର ଲଗାଇ ଜାହିର କଲେ ସ୍ଥିତି

ବାଲିଗୁଡ଼ା(କେନ୍ୟୁଜ୍‌): ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ। ମାଓ ପୋଷ୍ଟର ବ୍ୟାନର ଲଗାଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ବାଲିଗୁଡ଼ା ଥାନା ସୀମାନ୍ତ ଲଣ୍ଡାଗାଁ ବ୍ରିଜ ନିକଟରେ ମାଓବାଦୀଙ୍କ ଲାଲ୍‌ ବ୍ୟାନର ଦେଖିବାକୁ ମିଳିଛି। ଏଥିସହ ଖମନଖୋଲ ଗାଁରେ ମଧ୍ୟ ଏକାଧିକ ପୋଷ୍ଟର…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ହତ୍ୟା, ଘଟଣାସ୍ଥଳରେ ଛାଡିଗଲେ ପୋଷ୍ଟର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କୁ ଅପହରଣ ପରେ ହତ୍ୟା। ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜଣେ CAF ଯବାନଙ୍କୁ ଅପହରଣ ପରେ ହତ୍ୟା। ମୃତ ଯବାନ ଅର୍ଜୁନ କୁଣ୍ଡିଆମୀ। କିଛି ଦିନ ପୂର୍ବରୁ ଯବାନ ଜଣକ ଘରକୁ ଆସିିଥିବାବେଳେ…

ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର

କଣ୍ଟାବାଞ୍ଜି(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର । କଣ୍ଟାବାଞ୍ଜି ତୁରେକେଲା ଥାନା ସମରସିଂ ଗାଁରେ ନିର୍ବାଚନ ବର୍ଜନ କରିବାକୁ ମାଓ ପୋଷ୍ଟରରେ ଓଡ଼ିଆ ଭାଷାରେ ଉଲ୍ଲେଖ କରାଯାଇଛି । ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ପକ୍ଷରୁ ଲାଗିଛି ମାଓ ପୋଷ୍ଟର।…