କନ୍ଧମାଳରେ ମାଓ ପୋଷ୍ଟର
କନ୍ଧମାଳ : ବାଲିଗୁଡା ଥାନା ସୁଡ୍ରା ଅଞ୍ଚଳରେ ମାଓ ପୋଷ୍ଟର। କେ.କେ.ବି.ଏନ୍. ମାଓ ସଙ୍ଗଠନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଦୋକାନରେ ପୋଷ୍ଟର ଲଗାଯାଇଛି । ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରିବା ପାଇଁ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ଆହ୍ଵାନ ଦେଇଛନ୍ତି ।…