Browsing Tag

mao surrender

ଭୁଶୁଡୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ

ମାଲକାନଗିରି(କେନ୍ୟୁଜ୍): ଆଜି ମାଲକାନଗିରି SP ନିତିଶ ୱାଦୱାନି ଏବଂ BSF DIGଙ୍କ ନିକଟରେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା BSF କ୍ୟାମ୍ପରେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେପଟେ ମାଓବାଦୀ କୁଶ…

ବନ୍ଧୁକ ଛାଡି କମ୍ପ୍ୟୁଟର ଶିକ୍ଷାରେ ସଫଳ ପାଇଲେ ଆତ୍ମସମର୍ପଣ କରିଥିବା ମାଓବାଦୀ: ଡିଜିପି ଦେଲେ ସାର୍ଟିଫିକେଟ

ନବରଙ୍ଗପୁର(କେନ୍ୟୁଜ୍): ଆତ୍ମସମର୍ପଣ କରିଥିବା ମାଓନେତ୍ରୀ କମଳେଶ୍ୱରୀ ମାରୀଙ୍କୁ କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଡିଜିପି। କମଳେଶ୍ୱରୀ ୩ ମାସିଆ କମ୍ପ୍ୟୁଟର ଟ୍ରେନିଂ ପ୍ରୋଗ୍ରାମ ସଫଳତା ପୂର୍ବକ ଶେଷ କରିଛନ୍ତି। ନବରଙ୍ଗପୁର ଗସ୍ତ ବେଳେ ଏହି ସାର୍ଟିଫିକେଟ ପ୍ରଦାନ…

କୋରାପୁଟରେ ଡିଜିପି, ଆତ୍ମସମର୍ପଣ କଲେ ୨ ହାର୍ଡକୋର ମହିଳା ମାଓବାଦୀ

କୋରାପୁଟ(କେନ୍ଯୁଜ୍): ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ମଧ୍ଯ ଆସିଛନ୍ତି। ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ…

ମାଲକାନଗିରି: ଭୁଶୁଡୁଛି ମାଓ ଗଡ଼, ହାର୍ଡକୋର ମାଓବାଦୀ ସୀତାରାମ ରେଡ୍ଡୀ ଓରଫ ଶିବାନ୍ନାର ଆତ୍ମସମର୍ପଣ

ମାଲକାନଗିରି(କେନ୍ୟୁଜ୍):  ଭୁଶୁଡୁଛି ମାଓ ଗଡ଼। ମୁଖ୍ୟସ୍ରୋତକୁ ଫେରୁଛନ୍ତି ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସକ୍ରିୟ ହାର୍ଡକୋର ମାଓବାଦୀ ସୀତାରାମ ରେଡ୍ଡୀ ଓରଫ ଶିବାନ୍ନାର ଆତ୍ମସମର୍ପଣ। ତେଲଙ୍ଗାନାର ଖମ୍ମମ ଜିଲ୍ଲା ଏସପିଙ୍କ ନିକଟରେ…

ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି

ମାଲକାନଗିରି(କେନ୍ୟଜ୍): ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି । ଛତିଶଗଡ଼ର କାଙ୍କେର ଏସପିଙ୍କ ନିକଟରେ ଆଜି ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଉତ୍ତର ବସ୍ତର ମାଓ ସଙ୍ଗଠନ ସଦସ୍ୟ ଅର୍ଜୁନ ତାତି ଓ ମାଓ ନେତ୍ରୀ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି…

ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (କେନ୍ୟୁଜ୍) : ବିଶ୍ୱ ମହିଳା ଦିବସ ଅବସରରେ ଆତ୍ମସମର୍ପଣ କଲା ମହିଳା ମାଓବାଦୀ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ମାଓନେତ୍ରୀ ଦେବେ ସୋଡି। ସେ ୨୦୧୨ରୁ ଛତିଶଗଡ଼ ଦରଭା ଡିଭିଜନ ମାଓ ସଙ୍ଗଠନର ଏରିଆ କମିଟି ମେମ୍ବର ଭାବେ କାମ କରୁଥିଲା । ତାକୁ ଧରିବା ପାଇଁ…

ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କା…

ମାଲକାନଗିରି(କେନ୍ୟୁଜ୍):    ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ । ଜିପ୍ରୋ ନାଁରେ ୯ଟି ମମଲା ଥିଲା । ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା ଜିପ୍ରୋ ହାବିକା । ମାଲକାନଗିିରି-ବିଶାଖା ବର୍ଡର ଡିଭିିଜନର ଏରିଆ କମିଟି ମେମ୍ବର ଭାବେ…

ମାଓ ସଙ୍ଗଠନକୁ ଜୋରଦାର ଝଟ୍‌କା, ଲାଲ୍‌ବାହିନୀର ହାତ ଛାଡିଲେ ୨୫୦ରୁ ଉର୍ଦ୍ଧ୍ୱ ମିଲିସିଆ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓ ସଙ୍ଗଠନକୁ ଜୋରଦାର ଝଟ୍‌କା। ଲାଲଗଡରେ ଲାଲ୍‌ବାହିନୀର ହାତ ଛାଡିଲେ ୨୫୦ରୁ ଉର୍ଦ୍ଧ୍ୱ ମିଲିସିଆ ମାଓବାଦୀ। ମାଲକାନଗିରି ମହୁପଦର ଅଞ୍ଚଳର ମିଲିସିଆ ମାଓବାଦୀ ମାଥିଲି ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ସେମାନଙ୍କୁ ମାଗଣାରେ ଡ୍ରେସ ଓ…

ନୂଆପଡ଼ା ଜିଲ୍ଲା ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା (କେନ୍ଯୁଜ୍) : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ନୂଆପଡ଼ା ଜିଲ୍ଲା ଏସ୍‌ପିଙ୍କ ନିକଟରେ କ୍ୟାଡର ମହିଳା ମାଓବାଦୀ ଡାଲମତି ପହଁରିଆ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ କାର୍ଯ୍ୟକଳାପରେ ସେ ବିତସ୍‌ୃହ ହୋଇ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି। ସେ ମେନପୁର-ନୂଆପଡ଼ା ମାଓବାଦୀ…

ଛତିଶଗଡ଼ ସୁକମା ପୋଲିସକୁ ସଫଳତା : ୧୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (କେନ୍ୟୁଜ୍) : ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ସଫଳତା । ସୁକମା ଏସପିଙ୍କ ନିକଟରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୟାଡର ମାଓବାଦୀ, ଜଣେ ମହିଳା ଏବଂ ୧୦ ଜଣ ଜନମିଲିସିଆ ସଦସ୍ୟ ଅଛନ୍ତି । ଦୀର୍ଘ ବର୍ଷ ଧରି ଏମାନେ ମାଓ ସଂଗଠନରେ ସକ୍ରିୟ…

ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ,ଏମାନଙ୍କ ନାଁରେ ଥିଲା ୩ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମହିଳା ମାଓବାଦୀ ହେଉଛନ୍ତି ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟିର ଏସିଏମ୍‌ କ୍ୟାଡର ଶାନ୍ତି ମାଡି ଓ ସୋଡି ଲୋକେ । ଶାନ୍ତି ମାଡିଙ୍କର ଘର ମାଲିକାନଗିରି ପଡିଆ…