Browsing Tag

mao violence

ମାଲକାନଗିରି: ପୁଣି ଦବଦବା ଜାହିର କଲେ ମାଓବାଦୀ, ଅବୁଝାମାଡ଼ ନିକଟରେ ଦୁଇଟି ଗାଡ଼ି ଜଳିଦେଲେ

କେନ୍ୟୁଜ୍(ବ୍ୟୁରୋ): ମାଓବାଦୀଙ୍କ ଲଙ୍କାକାଣ୍ଡ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି । ଅବୁଝାମାଡ଼ ନିକଟରେ ଦୁଇଟି ଗାଡ଼ି ଜଳିଦେଇଛନ୍ତି ମାଓବାଦୀ । ଗୋଟିଏ ଟ୍ରକ ଏବଂ ଗୋଟିଏ ପୋକ୍ଲିନ୍‌ ପୋଡି ପାଉଁଶ ହୋଇଛି । ଘଟଣାସ୍ଥଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ଜମି…

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୩ଟି ଗାଡି

କଳାହାଣ୍ଡି(କେନ୍ୟୁଜ୍‌): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ୩ଟି ଗାଡି ଜାଳିଦେଲେ ଲାଲ୍‌ବାହିନୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧୀନ ସାନ ପିପିଲି ଗାଁରେ ରାସ୍ତାକାମକୁ ବିରୋଧ କରି ଜଳାପୋଡା କରିଛନ୍ତି। ଗତକାଲି ରାତିରେ ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ଟିପରକୁ…

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଦେଲେ ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡି, ନେଇଗଲେ ୩ ଟ୍ରାକ୍ଟର

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ-ତେଲେଙ୍ଗାନା ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ। ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ। ଏହା ସହ ୩ଟି ଟ୍ରାକ୍ଟର ସେମାନଙ୍କ ସହିତ ଜଙ୍ଗଲକୁ ନେଇ ଯାଇଛନ୍ତି।…

ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳିଦେଲେ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ବଡ଼ଧରଣ ମାଓ ହିଂସା । ୫ଶହରୁ ଅଧିକ ନକ୍ସଲଙ୍କ ଅତର୍କିତ ଆକ୍ରମଣ । ନାରାୟଣପୁର ଜିଲ୍ଲା ଆମ୍‌ଦାଇ ଘାଟି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ । ସକାଳ ପ୍ରାୟ ୧୦ଟା ବେଳେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବହୁ…

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁଓ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ହତ୍ୟା ପରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ୨୦ରୁ ୨୫ ଜଣ ମାଓବାଦୀ ଘରୁ ଉଠାଇ ନେବା ପରେ ଗଳାକାଟି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ମେନୁ ରାମ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ମାଓ ହିଂସା, ଜାଳିଦେଲେ ୬ଟି ଗାଡି

ମାଲକାନଗିରି: ପୁଣି ମାଓ ହିଂସା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମାଓ ହିଂସା। ରାସ୍ତା କାମରେ ନିୟୋଜିତ ୬ଟି ଗାଡିକୁ ଜାଳିଦେଇଛି ଲାଲ୍‌ବାହିନୀ। କୁକାନାର ପୋଲସ ଷ୍ଟେସନ ଅଞ୍ଚଳର ଧାନିକୋରଟା ଗାଁରେ ଘଟିଛି ଏହି ଉନ୍ମତକାଣ୍ଡ। ସୂଚନା ଅନୁଯାୟୀ, ଗତକାଲି…

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଚତୁର୍ଥ ଦିନରେ ଛତିଶଗଡ଼ ଦାନ୍ତେୱାଡାରେ ବଡଧରଣର ମାଓ ହିଂସା, ଯବାନ ସହିଦ୍

ମାଲାକାନଗିରି (କେନ୍ୟୁଜ୍) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଚତୁର୍ଥ ଦିନରେ ବଡଧରଣର ମାଓ ହିଂସା। ମାଲାକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ହିଂସାକାଣ୍ଡ। କ୍ୟାମ୍ପ ନିକଟରେ ମାଓବାଦୀ ଲଗାଇଥିବା ପ୍ରେସର ମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ୍ ହୋଇଛନ୍ତି। ସହିଦ୍ ଯବାନ…

ମାଲକାନଗିରି: ଭିରାଭରମ ଜଙ୍ଗଲରେ ପୁଣି ମାତିଲେ ଲାଲ୍‌ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ବର୍ବର ହତ୍ୟା

ମାଲକାନଗିରି(କେନ୍ୟୁଜ୍): ପୁଣି ମାତିଲେ ଲାଲ୍‌ବାହିନୀ। ୨ଜଣଙ୍କୁ ବର୍ବର ହତ୍ୟା। ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ସୀମାନ୍ତ ଭିରାଭରମ ଜଙ୍ଗଲରେ ଘଟିଛି ଘଟଣା। ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ନିର୍ରମ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ଶାନ୍ତି ବାବୁ ଓ ଭାସ୍କର…