mao weapon

ମାଲକାନଗିରି: ଠାବ ହେଲା ମାଓବାଦୀଙ୍କ ଗୁଳିଗୋଳା ପ୍ରସ୍ତୁତ ହେଉଥିବା କାରଖାନା, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି(କେନ୍ୟୁଜ୍):  ଠାବ ହେଲା ମାଓବାଦୀଙ୍କ ଗୁଳିଗୋଳା ପ୍ରସ୍ତୁତ ହେଉଥିବା କାରଖାନା। ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ କାଲିମେଳା ଥାନା ଅନ୍ତର୍ଗତ କୁରୁବ, ସୁଧାକୋଣ୍ଡା ଏବଂ ଏଲକାନୁର…

4 years ago

କୋରାପୁଟ ପୋଲିସକୁ ବଡ଼ ସଫଳତା, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କେନ୍ୟୁଜ୍(ବ୍ୟୁରୋ): କୋରାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ କରିଛି ବିପୁଳ ପରିମାଣର ମାଓ ସାମଗ୍ରୀ। ପଟାଙ୍ଗୀ ଥାନା ଅମ୍ପାବାଲି ଅଂଚଳର ତୁମ୍ବିଗୁଡା ଓ…

4 years ago