ମାଓବାଦୀଙ୍କ ପାଇଁ ପୋଷ୍ଟର ଲଗାଇଲା ଓଡ଼ିଶା ପୋଲିସ, ୩ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା
ବାଲିଗୁଡା : ମାଓବାଦୀଙ୍କ ପାଇଁ ପୋଷ୍ଟର । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ । କନ୍ଧମାଳ ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଶତାଧିକ ପୋଷ୍ଟର ଲଗାଇଛି ଓଡ଼ିଶା ପୋଲିସ । ଜିଲ୍ଲାର ସମସ୍ତ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ…