Browsing Tag

Maoist attack

ମାଓବାଦୀ ଆକ୍ରମଣରେ ୩ ଯବାନ ସହିଦ, ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ୍ ଜାରି

ମାଲକାନଗିରି (କେନ୍ୟୁଜ): ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟ ପରେ ଛତିଶଗଡ଼ ଟେକେଲଗୁଡ଼ା ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଡିଆରଜି, ଏସଟିଏଫ ଓ ସିଆରପିଏଫର କୋବ୍ରା ଯବାନ କମ୍ବିଂ ଅପରେସନ କରିଛନ୍ତି । ଆଜି ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । ପରେ ସେମାନଙ୍କ…

ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ; ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌

ମାଲକାନଗିରି (କେନ୍ୟୁଜ): ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ। ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌। ଫଳରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ମାଓବାଦୀଙ୍କ ଏଭଳି ବଡ ଧରଣର ଯୋଜନାକୁ ପଣ୍ଡ କରିଛି ପୋଲିସ। କିସ୍ଥାରାମ ଜଙ୍ଗଲରେ ପୋଲିସକୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକକୁ ନିର୍ମମ ଭାବେ କଲେ ହତ୍ୟା

ବାଲିଗୁଡ଼ା (କେନ୍ଯୁଜ୍): ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିଂସା ଭିଆଇଲେ ଲାଲ ବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗି ପଞ୍ଚାୟତର ଉପର-ଗୁମୁ…

ମାଲକାନଗିରି: ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ, ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ

ମାଲକାନଗିରି(କେନ୍ଯୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ସେପଟେ ଲାଲବାହିନୀର ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଘରୁ ଟେକି ନେଇ ଗଳା କାଟି କଲେ ହତ୍ୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଯବାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୁଣି ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ଲାଲ ବାହିନୀ। ସହିଦ ଯବାନ ପେଣ୍ଟଟା ଗାଁର ବେଟି ଭୀମା। ଗତକାଲି ରାତିରେ ପ୍ରାୟ ୧୦ ଜଣ…

ମାଲକାନଗିରି: ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ,ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ । ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ। ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ। ଘଟଣା ଘଟିଛି ମାଲକାନଗିରି ଜନ୍ତୁରାଇ ଗାଁରେ। ଜଣେ ମାଓବାଦୀକୁ ଢେଲାପଥର ମାଡ଼ କରି ମାରିଦେଇଛନ୍ତି ଗାଁଲୋକେ । ଗତକାଲି ରାତିରେ…

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲାଲ ତାଣ୍ଡବ: ଜଣେ ଯବାନ ସହିଦ, ୨ ଗୁରୁତର

ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲାଲ ତାଣ୍ଡବ। ଜଣେ ଯବାନ ସହିଦ, ୨ ଯବାନ ଗୁରୁତର। କେଶକୁତୁଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଯବାନଙ୍କ ସହ ଜଣେ ସ୍ଥାନୀୟ ଗ୍ରାମବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ୨ଯବାନ ଗୁରୁତର ହେବା ସହ ଜଣେ ସ୍କୁଲ ଛାତ୍ର ଗୁରୁତର…

କଳାହାଣ୍ଡିରେ ମାତିଲେ ଲାଲ୍‌ବାହିନୀ, ଠିକାକ୍ୟାମ୍ପରେ ଜାଳିଦେଲେ ୮ ଗାଡ଼ି

କଳାହାଣ୍ଡି(କେନ୍ୟୁଜ୍) : କଳାହାଣ୍ଡିରେ ମାତିଲେ ଲାଲ୍‌ବାହିନୀ। ଠିକାକ୍ୟାମ୍ପରେ ୮ ଗାଡ଼ି ଜାଳିଦେଲେ ମାଓବାଦୀ। ଗାଡି ମଧ୍ଯରେ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ଗୋଟେ ମିକଶ୍ଚର ମେସିନ୍‌ ରହିଛି। ନିମ୍ନମାନର ରାସ୍ତା କାମ ନିର୍ମାଣକୁ ବିରୋଧ କରି ଏହି ଲଙ୍କାକାଣ୍ଡ ଘଟିଛି। ମଦନପୁର-ରାମପୁର…