Browsing Tag

Maoist couple

ପ୍ରେମ ପାଇଁ ବନ୍ଧୁକ ଛାଡିଲେ ପ୍ରେମୀ ଯୁଗଳ, ଯୌତୁକ ଦେଇ ବିବାହ କରାଇଲେ ପୋଲିସ ପ୍ରଶାସନ

ଛତିଶଗଡ଼: ମାଓ ସଙ୍ଗଠନରେ ପ୍ରେମ ଆଉ ତାପରେ ବାହାଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ। ଭଲପାଇବା ଆଗରେ ସବୁ ବାଧା ବିଘ୍ନ ହାର ମାନିଛି। ନିଜ ଭଲ ପାଇବା ଯୋଗୁଁ ପ୍ରେମିକା କୁ ନକ୍ସଲ କବଳରୁ ଖସାଇ ଆଣିଛି ଆଉ ଜଣେ ହାର୍ଡ କୋର…