୬ ଟି ରାଜ୍ୟର ମୋଷ୍ଟ ୱାଣ୍ଟେଡ କୁଖ୍ୟାତ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୮୪ ଲକ୍ଷ…
କେନ୍ୟୁଜ୍(ବ୍ୟୁରୋ): କୁଖ୍ୟାତ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ। ବିହାରର ଗୟା ଅଂଚଳରେ ମୃତ୍ୟୁ ହୋଇଥିବା ସୂଚନା। ସନ୍ଦୀପ ୬ ଟି ରାଜ୍ୟପାଇଁ ମୋଷ୍ଟ ୱାଣ୍ଟେଡ ଥିଲା। ତା ଉପରେ ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ସେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବିହାରର…