ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ: ମାଲକାନଗିରି ଜିଲ୍ଲାରେ ସୀମା ସିଲ୍, ଜୋରଦାର ଚାଲିଛି କମ୍ବିଂ ଅପରେସନ
ମାଲକାନଗିରି: ନୂଆ ଢ଼ଙ୍ଗରେ ସହିଦ ସପ୍ତାହ ପାଳନ କରିବା ପାଇଁ ଜଣେଇଲେ ମାଓବାଦୀ। ଏଥର ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ଟେପ ରେକର୍ଡ ମାଧ୍ୟମରେ ବାର୍ତ୍ତା ରଖିଲେ ମାଓ ସଙ୍ଗଠନ। ସେ ପୁଣି ରାଜ ରାସ୍ତାରେ। ରାସ୍ତା ଉପରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଏବଂ ତା ସହିତ ସାଉଣ୍ଡ ବକ୍ସ ଯୋଗେ…