Browsing Tag

maoist success farmer

ପୋଲିସ ଫାଇଲରେ ଦିନେ ଥିଲେ ମୋଷ୍ଟ ୱାଣ୍ଟେଡ, ଆଜି ମାଟି ମା’ର ଛାତି ଚିରି ଫସଲ ଫଳାଉଛନ୍ତି

କାଲିମେଳା(କେନ୍ଯୁଜ୍): ଦିନେ ସେ ଥିଲେ ଆତଙ୍କ ସୃଷ୍ଟିକାରୀ।ତାଙ୍କ ନା ଶୁଣିଲେ ଲୋକେ ଭୟ କରୁଥିଲେ। ପୋଲିସ ଫାଇଲରେ ସେ ଥିଲେ ମୋଷ୍ଟ ୱାଣ୍ଟେଡ଼। ଆଉ ଏବେ ସେହି ବନ୍ଧୁକ ହାତରେ ହଳ ଲଙ୍ଗଳ । ଆତଙ୍କ ସୃଷ୍ଟିକାରୀରୁ ସେ ପାଲଟି ଯାଇଛନ୍ତି ଜଣେ ଚାଷୀ । ଆମେ କହୁଛୁ ଦିନେ ପୋଲିସ୍‌ର ମୁଣ୍ଡବିନ୍ଧା…